ସାଲସାଲେଟ

ଉଇକିପିଡ଼ିଆ‌ରୁ
(Salsalateରୁ ଲେଉଟି ଆସିଛି)
ସାଲସାଲେଟ
Clinical data
Trade namesDisalcid, Salflex, other
SynonymsSalicylsalicylic acid, sodium salicylate
AHFS/Drugs.commonograph
MedlinePlusa682880
Pregnancy
category
  • US: C (Risk not ruled out)
Legal status
Legal status
Identifiers
  • 2-(2-Hydroxybenzoyl)oxybenzoic acid
ECHA InfoCard100.008.208 Edit this at Wikidata
Chemical and physical data
FormulaC14H10O5
Molar mass୨୫୮.୨୩ g·mol−1
  (verify)

ସାଲସାଲେଟ (ଇଂରାଜୀ ଭାଷାରେ Salsalate), ଅନ୍ୟମାନଙ୍କ ମଧ୍ୟରେ ଡିସାଲସିଡ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ରିମାଟଏଡ ଆର୍ଥ୍ରାଇଟିସ ଭଳି ରୋଗମାନଙ୍କରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାନନାଦ, ଅଇ, ଏବଂ ରାସ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରେ ସିଣ୍ଡ୍ରୋମ, ପାକସ୍ଥଳଳୀ ରକ୍ତସ୍ରାବ, ବୃକ୍‌କ ସମସ୍ୟା, ଯକୃତ ସମସ୍ୟା ଏବଂ ଆନାଫାଇଲକ୍‌ସିସ ହୋଇପାରେ ।[୧] ଗର୍ଭାବସ୍ଥାର ପରବର୍ତ୍ତୀ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ସାଲାଇସିଲେଟ୍ ପ୍ରକାରର ଏକ ଅଣ-ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଉଭୟ କ‌କ୍ସ-୧ ଓ କ‌କ୍ସ-୨କୁ (COX-1 ଏବଂ COX-2) ଅବରୋଧ କରିଥାଏ ।[୧]

୧୯୬୦ ଦଶକରେ ସାଲସାଲେଟ୍ ପରିଚିତ ହୋଇଥିଲା | [୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୭୫୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାରମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୫ ଡଲାର ଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Salsalate Monograph for Professionals". Drugs.com (in ଇଂରାଜୀ). Archived from the original on 30 January 2021. Retrieved 10 October 2021.
  2. Lane, Nancy E.; Wallace, Daniel Jeffrey (2002). All about Osteoarthritis: The Definitive Resource for Arthritis Patients and Their Families (in ଇଂରାଜୀ). Oxford University Press. p. 165. ISBN 978-0-19-513873-3. Archived from the original on 2021-10-11. Retrieved 2021-10-10.
  3. ୩.୦ ୩.୧ "Salsalate Prices, Coupons & Savings Tips - GoodRx". GoodRx. Archived from the original on 10 October 2016. Retrieved 10 October 2021.