ନେଟାରସୁଡିଲ

ଉଇକିପିଡ଼ିଆ‌ରୁ
(Netarsudilରୁ ଲେଉଟି ଆସିଛି)
ନେଟାରସୁଡିଲ
Clinical data
Pronunciationne TAR soo dil
Trade namesRhopressa, Rhokiinsa
SynonymsAR-11324
AHFS/Drugs.commonograph
MedlinePlusa618014
data
Routes of
administration
Eye drops, topical
Legal status
Legal status
Pharmacokinetic data
MetabolismEsterases in the cornea
MetabolitesAR-13503 (active metabolite)
Elimination half-life16–17 hrs
Duration of action≥ 24 hrs
Identifiers
  • [4-[(2S)-3-Amino-1-(isoquinolin-6-ylamino)-1-oxopropan-2-yl]phenyl]methyl 2,4-dimethylbenzoate
ECHA InfoCard100.251.524 Edit this at Wikidata
Chemical and physical data
FormulaC28H27N3O3
Molar mass୪୫୩.୫୪ g·mol−1
3D model (JSmol)
  • Cc1ccc(c(c1)C)C(=O)OCc2ccc(cc2)[C@@H](CN)C(=O)Nc3ccc4cnccc4c3
  • InChI=1S/C28H27N3O3/c1-18-3-10-25(19(2)13-18)28(33)34-17-20-4-6-21(7-5-20)26(15-29)27(32)31-24-9-8-23-16-30-12-11-22(23)14-24/h3-14,16,26H,15,17,29H2,1-2H3,(H,31,32)/t26-/m1/s1
  • Key:OURRXQUGYQRVML-AREMUKBSSA-N

ନେଟାରସୁଡିଲ (ଇଂରାଜୀ ଭାଷାରେ Netarsudil), ରୋପ୍ରେସା ଏବଂ ରୋକିନ୍ସା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଓପନ୍ ଆଙ୍ଗଲ୍ ଗ୍ଲକୋମା ସମେତ ବର୍ଦ୍ଧିତ ଇଣ୍ଟ୍ରାଓକୁଲାର ଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୩] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାଲି ଆଖି, କଞ୍ଜୁକ୍ଟିଭାଲ୍ ରକ୍ତସ୍ରାବ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଲୁହ ବୋହିବା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜୀବାଣୁ ଜନିତ କେରାଟାଇଟିସ ହୋଇପାରେ ।[୩] ଏହା ଏକ ଆରଏଚଓ କାଇନେଜ ଇନହିବିଟର (<a href="https://en.wikipedia.org/wiki/Rho_kinase_inhibitor" rel="mw:ExtLink" title="Rho kinase inhibitor" class="cx-link" data-linkid="191">rho kinase inhibitor</a>) | [୩]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ନେଟରସୁଡିଲ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୨.୫ ମିଲି ବୋତଲର ମୂଲ୍ୟ ପ୍ରାୟ ୩୦୫ଡଲାର ଅଟେ ।[୪] ଏହା ନେଟାରସୁଡିଲ/ଲାଟାନୋପ୍ରୋଷ୍ଟ୍ ଔଷଧର ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ | [୩] ୨୦୨୧ ସୁଦ୍ଧା ୟୁରୋପ ଏବଂ ବ୍ରିଟେନରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Rhokiinsa EPAR". European Medicines Agency (EMA). 16 September 2019. Archived from the original on 29 December 2019. Retrieved 27 September 2020.
  2. "Rhopressa- netarsudil solution/ drops". DailyMed. Archived from the original on 25 March 2021. Retrieved 2 May 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Netarsudil Mesylate Monograph for Professionals". Drugs.com (in ଇଂରାଜୀ). Archived from the original on 3 June 2020. Retrieved 12 November 2021.
  4. "Rhopressa Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 12 November 2021.
  5. "Netarsudil". SPS - Specialist Pharmacy Service. 25 January 2016. Archived from the original on 13 November 2021. Retrieved 12 November 2021.