ଅନ୍ତରା କାକ୍
ଦେଖଣା
(Antara Kakରୁ ଲେଉଟି ଆସିଛି)
ଅନ୍ତରା କାକ୍ | |
---|---|
ବୃତ୍ତି(ସମୂହ) | ସିନେମା ନିର୍ଦ୍ଦେଶକ ସିନେମା ନିର୍ମାତା |
ସକ୍ରିୟ ବର୍ଷ | 2002-present |
ପିତାମାତା(s) | Siddharth Kak Gita Siddharth |
ଅନ୍ତରା କାକ୍ , ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତା । [୧] ତାଙ୍କର ପିତା ସିଦ୍ଧାର୍ଥ କାକ୍ ଓ ମାଁ ଗୀତା ସିଦ୍ଧାର୍ଥ ଭାରତୀୟ ଫିଲ୍ମ ଜଗତରେ ଜଣାଶୁଣା ଥିଲେ । ଅନ୍ତରା ତାଙ୍କର ପ୍ରଥମ ଫିଲ୍ମ " A Life in Dance -Dakshya Seth " ନାମକ ଏକ ଡକୁମେନ୍ତରି ଥିଲା ଓ ସେ ଏଥିରେ ଅନେକ ପୁରସ୍କାର ଓ ପ୍ରଶଂସା ପାଇଥିଲେ ।
ପ୍ରାରମ୍ଭିକ ଜୀବନୀ
[ସମ୍ପାଦନା]ଅନ୍ତରା ଇଂରାଜୀ ଭାଷା ଓ ସାହିତ୍ୟରେ ମିଥିବାଇ କଲେଜରେ ପଢ଼ିଥିଲେ । [୨]
ଫିଲ୍ମୋଗ୍ରାଫି
[ସମ୍ପାଦନା]Year | Film | Director | Producer | Writer | Notes |
---|---|---|---|---|---|
2002 | A Life in Dance-Daksha Sheth | Yes | Yes | Won IDPA (Indian Documentary Producers Association) award for the debutant director | |
2006 | Mano Ya Na Mano | Yes |