ସ୍ଥଳଜ ଉଦ୍ଭିଦ

ଉଇକିପିଡ଼ିଆ ରୁ
ସ୍ଥଳଜ ଉଦ୍ଭିଦ ଗୁଡ଼ିକ

ସ୍ଥଳଭାଗ ଉପରେ, ଭିତରେ କିମ୍ବା ସ୍ଥଳଭାଗରୁ ଜାତ ଉଦ୍ଭିଦକୁ ସ୍ଥଳଜ ଉଦ୍ଭିଦ (ଇଂରାଜୀ: Terrestrial plant) କୁହାଯାଏ ।[୧] ଅନ୍ୟ ପ୍ରକାରର ଉଦ୍ଭିଦ ସବୁ ହେଲେ ଜଳଜ ଉଦ୍ଭିଦ (aquatic plant), ଗଛରେ ବଢୁଥିବା ଉଦ୍ଭିଦ (epiphytic), ପଥରରେ ବଢୁଥିବା ଉଦ୍ଭିଦ (lithophytes) ।

ଆଧାର[ସମ୍ପାଦନା]