ସୁନୀତା ୱିଲିଅମ୍ସ

ଉଇକିପିଡ଼ିଆ ରୁ
ସୁନୀତା ୱିଲିଅମ୍ସ
ନାସା Astronaut
ଜାତୀୟତା American
Status Active
ଜନ୍ମ ସେପ୍ଟେମ୍ବର ୧୯, ୧୯୬୫ (1965-09-19) (୪୯ ବର୍ଷ)
Euclid, Ohio, United States
ଅନ୍ୟ ଜୀବିକା Test pilot
Rank Captain, USN
Time in space 194d 18h 02m
Selection 1998 NASA Group
ଅଭିଯାନ STS-116, Expedition 14, Expedition 15, STS-117
Mission insignia STS-116 ISS Expedition 14 ISS Expedition 15 STS-117

ସୁନୀତା ୱିଲିଅମ୍ସ ହେଉଛନ୍ତି ଦ୍ଵିତୀୟ ଭାରତୀୟ ବଂଶୋଭବ ମହିଳା ମହାକାଶଚାରୀ । ସୁନୀତା ୱିଲିଅମ୍ସ ୧୯୬୫ ମସିହା ସେପ୍ଟେମ୍ବର ୧୯ ତାରିଖରେ ଆମେରିକାର ଓହିଓରେ ଠାରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଡ.ଦିପକ ପାଣ୍ଡ୍ୟା ଏବଂ ମାତାଙ୍କ ନାମ ବୋନି । [୧]ତାଙ୍କ ପିତା ଗୁଜରାଟର ନନ୍ଦାସଣର ବାସିନ୍ଦା ।

ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସୁନିତା ସାଜିଥିଲେ ଆମେରିକୀୟ ନାସାର ଅଫିସର । ପରବର୍ତ୍ତି ସମୟରେ ନାସାରୁ ପ୍ରସିକ୍ଷଣ ନେଇ ସେ ମହାକାଶକୁ ଯାତ୍ରା କରିଥିଲେ ୨୦୦୬ ଡିସେମ୍ବର ୯ ରେ ।୪ଥର ସ୍ପେସ ୱାକ (୨୯ ଘଣ୍ଟା ୧୭ ମିନିଟ) କରିଥିବା ସୁନିତା ମହାକାଶରେ ୧୯୫ ଦିନ ରହି ୱାଲ୍ଡ ରେକର୍ଡ ପ୍ରତିଷ୍ଠା କରିଥିଲେ ।[୨]ଏଥି ସହିତ ବହୁ ସମ୍ମାନର ଅଧିକାରିଣୀ ସୁନିତା ଦ୍ବିତୀୟ ଭାରତୀୟ ବଂଶୋଭବ ମହିଳା ମହାକାଶଚାରୀ ହେଇଛନ୍ତି ।

ଆଧାର[ସମ୍ପାଦନା]