ସମୟ ମଣ୍ଡଳ
ଉଇକିପିଡ଼ିଆ ରୁ
ପୃଥବୀରେ ବିଭିନ୍ନ ଦେଶ ଓ ମହାଦେଶର ଅବସ୍ଥିତିକୁ ନେଇ ସେମାନଙ୍କ ମାନକ ସମୟ ନିର୍ଧାରଣ କରାଯାଇଥାଏ । ସେହି ସମୟଟି ସେହି ଦେଶରେ ଏକ ସମୟ । ଏହି ସମୟ ମୁଖ୍ୟତଃ ସେହି ଦେଶ ଉପର ଦେଇ ଯାଇଥିବା କାଳ୍ପନିକ ଦ୍ରାଘିମାକୁ ନେ ଗଣନା କରାଯାଇଥାଏ