Jump to content

ଶ୍ରୀ ଲୋକନାଥ

ଉଇକିପିଡ଼ିଆ‌ରୁ
ଶ୍ରୀ ଲୋକନାଥ
ନିର୍ଦ୍ଦେଶକପ୍ରଫୁଲ୍ଲ ସେନଗୁପ୍ତା
ଚିତ୍ରନାଟ୍ୟପ୍ରେମେନ୍ଦ୍ର ମିତ୍ର
କାହାଣୀଅଶ୍ୱିନୀ କୁମାର ଘୋଷ
କଳାକାରସାମୁଏଲ ସାହୁ (ବାବି), ଅକ୍ଷୟ ମହାନ୍ତି କାଶ୍ୟପ, ମଣିମାଳା
ସଙ୍ଗୀତବାଳକୃଷ୍ଣ ଦାସ
ଚିତ୍ରଗ୍ରହଣରାମାନନ୍ଦ ସେନଗୁପ୍ତା
ସମ୍ପାଦକସୁକୁମାର ସେନଗୁପ୍ତା
ମୁକ୍ତିଲାଭ ତାରିଖ
୧୯୬୦
ଦେଶ ଭାରତ
ଭାଷାଓଡ଼ିଆ

ଶ୍ରୀ ଲୋକନାଥ, ୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରରେ ସାପଙ୍କ ମ‌ହିମା ବିଷୟରେ କିଛି ଦୃଶ୍ୟ ରହିଛି ।[]

ଅଭିନୟରେ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଶ୍ରୀ ଲୋକନାଥ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ବାଳକୃଷ୍ଣ ଦାଶ

ଗୀତ ଗୁଡ଼ିକର ସାରଣୀ

କ୍ରମ ଗୀତ ଗୀତିକାର ଗାୟକ / ଗାୟିକା
ଆଜି ଆକାଶେ କି ରଙ୍ଗ ଲାଗିଲା କାର୍ତ୍ତିକ କୁମାର ଘୋଷ ନିର୍ମଳା ମିଶ୍ର
ଫୁଲ ରସିଆରେ ମନ ମୋ ଛୁଇଁ ଛୁଇଁ ଯା ଯା ନରସିଂହ ମହାପାତ୍ର ସନ୍ଧ୍ୟା ମୁଖାର୍ଜୀ[]
ତୁ କି ପରଦେଶୀ ନିଜ ଦେଶେ ନରସିଂହ ମହାପାତ୍ର ପ୍ରଣବ ପଟ୍ଟନାୟକ
ତାଝିଣାତା ବାଜେ ନୂପୁର ନରସିଂହ ମହାପାତ୍ର ଶ୍ୟାମାମଣି ପଟ୍ଟନାୟକ
ଭଜ ଶ୍ରୀଲୋକନାଥ ଚରଣ ନରସିଂହ ମହାପାତ୍ର ଅକ୍ଷୟ ମହାନ୍ତି ଓ ସାଥୀ
ଚାହେଁନା ଚାହେଁନା ମିଛ ଏ ବନ୍ଧନ ନରସିଂହ ମହାପାତ୍ର ନିର୍ମଳା ମିଶ୍ରପ୍ରଣବ ପଟ୍ଟନାୟକ
  1. "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 24 August 2018. Retrieved 27 August 2018.
  2. "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022. {{cite web}}: Check date values in: |date= and |archivedate= (help)

ଅଧିକ ତଥ୍ୟ

[ସମ୍ପାଦନା]