ରାଜଶ୍ରୀ ପକେଟ ବୁକସ୍

ଉଇକିପିଡ଼ିଆ‌ରୁ

ରାଜଶ୍ରୀ ପକେଟ ବୁକସ୍ କଲିକତାର ଏକ ପ୍ରକାଶନ ସଂସ୍ଥା ଯାହା ବିଶେଷ କରି ରୋମାଞ୍ଚକର ଉପନ୍ୟାସ ପାଇଁ ଜଣାଶୁଣା। କଣ୍ଡୁରୀ ଚରଣ ଦାସଙ୍କ ପ୍ରତିଷ୍ଠିତ ଏଇ ଇମ୍ପ୍ରିଣ୍ଟ୍ ଛତ୍ର ତଳେ ବିଭିନ୍ନ ଲେଖକଙ୍କର ଶତାଧିକ ପୁସ୍ତକ ପ୍ରକାଶିତ ହୋଇଥିଲା।


'ରାଜଶ୍ରୀ ପକେଟ ବୁକ' ନାମରେ ତାଙ୍କଦ୍ୱାରା ପ୍ରକାଶିତ ପକେଟ ବୁକ ମାଧ୍ୟମରେ, ସେ ୧୦୦ରୁ ଉର୍ଦ୍ଧ ...[୧]

27 May 2014 — ... pocket books Rajashri pocket books to ensure that Odia readers can afford reading at a low price. His pocket books published a series of ...[୨]

  1. "କଣ୍ଡୁରୀ ଚରଣ ଦାସ", ଉଇକିପିଡ଼ିଆ, 2023-11-23, retrieved 2023-11-23
  2. "Writer of Odia thrillers dies at 85". www.telegraphindia.com (in ଇଂରାଜୀ). Retrieved 2023-11-23.