ରଜନୀଗନ୍ଧା (ଫୁଲ)

ଉଇକିପିଡ଼ିଆ ରୁ
ରଜନୀଗନ୍ଧା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Kingdom: Plantae
(unranked): Monocots
Order: Asparagales
Family: Asparagaceae
Genus: Polianthes
Species: P. tuberosa
ବାଇନୋମିଆଲ ନାଆଁ
Polianthes tuberosa
Carolus Linnaeus


ରଜନୀଗନ୍ଧା ଏକ ଧଳା ରଙ୍ଗର ବାସଯୁକ୍ତ ଫୁଲ । ଏହା ବର୍ଷର ସବୁ ଋତୁରେ ଫୁଟିଥାଏ । ଏହାର ଗଛ ସରୁ ଓ ଲମ୍ବା ହୋଇଥାଏ ଓ ଅଳ୍ପଦିନ ବଞ୍ଚିଥାଏ । ଏହାକୁ ଏକ ଲାଭକାରୀ ଚାଷରେ ଗଣାଯାଇଥାଏ । ଏହି ଫୁଲ ପୂଜାବାହାଘରରେ ସଜାସଜି ପାଇଁ ବ୍ୟବହାର କରଯାଇଥାଏ ।

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା