ଯାଜପୁର (ଲୋକସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ

'ଯାଜପୁର' ଓଡ଼ିଶାର ଏକ ଲୋକସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ବିଞ୍ଝାରପୁର
  2. ବରୀ
  3. ବଡ଼ଚଣା
  4. ଧର୍ମଶାଳା
  5. ଯାଜପୁର
  6. କୋରାଇ
  7. ସୁକିନ୍ଦା

ସାଂସଦ[ସମ୍ପାଦନା]

  • ମୋହନ ଜେନା (ବିଜୁ ଜନତା ଦଳ)

ଆଧାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]