ମୋବାଇଲ ଅପରେଟିଂ ସିଷ୍ଟମ

ଉଇକିପିଡ଼ିଆ‌ରୁ

ମୋବାଇଲ ଅପରେଟିଂ ସିଷ୍ଟମ ହେଉଛି ସ୍ମାର୍ଟ ଫୋନ୍ , PDA, ଟ୍ୟାବଲେଟ,ଓ ଅନ୍ୟାନ ମୋବାଇଲ ଡିଭାଇସର ଅପରେଟିଂ ସିଷ୍ଟମ । ଏଥିରେ କମ୍ପ୍ୟୁଟରର ପ୍ରାୟ ସମସ୍ତ ଗୁଣ ଥାଏ । ଏଥିରେ ସାଧାରଣତଃ ଟଚ ସ୍କ୍ରିନ, ବ୍ଲୁଟୁଥ, ୱାଇ-ଫାଇ,କ୍ୟାମେରା,ଭାଷା ଚିହ୍ନିବା ଗୁଣ , କଥା ରେକର୍ଡିଂ କରିବା ,ଗୀତ,infrared blaster ଆଦି ଗୁଣ ମାନ ଥାଏ ।

ଇତିହାସ[ସମ୍ପାଦନା]

  • ୧୯୭୩-୧୯୯୩ ପ୍ରଥମେ ଅପରେଟିଂ ସିଷ୍ଟମ ପରିଚାଳନା ପାଇଁ ଏମବେଡେଡ ସିଷ୍ଟମ ବ୍ୟବହାର କରାଯାଉଥିଲା ।
  • ୧୯୯୫ ପ୍ରଥମ ସ୍ମାର୍ଟ ଫୋନ, ଆଇବିଏମ ସାଇମନ (ଟଚ ସ୍କ୍ରିନ,ଏମେଲ,ପିଡ଼ିଏ ବ୍ୟବସ୍ଥା ଥିଲା)
  • ୧୯୯୬ ପ୍ରଥମ windows CE ହାତରେ ଧରିବା କମ୍ପ୍ୟୁଟର ।
  • ୧୯୯୯ ନୋକିଆ s40 ଅପରେଟିଂ ସିଷ୍ଟମ ନୋକିଆ 7110 ସହ ବ୍ୟବହାର ।
  • ୨୦୦୦ symbian ପ୍ରଥମ ଅପରେଟିଂ ସିଷ୍ଟମ ଭାବେ ସ୍ମାର୍ଟ ଫୋନ୍ରେ ପରିଚାଳିତ ।
  • ୨୦୦୨ ମାଇକ୍ରୋସଫ୍ଟର ପ୍ରଥମ windows CE (ପକେଟ କମ୍ପ୍ୟୁଟର) ସ୍ମାର୍ଟ ଫୋନ ପ୍ରକାଶିତ ।
  • ୨୦୦୨ BlackBerry ତାର ପ୍ରଥମ ସ୍ମାର୍ଟ ଫୋନ ବଜାରକୁ ଛାଡିଲା ।
  • ୨୦୦୫ ନୋକିଆ maemo ଅପରେଟିଂ ସିଷ୍ଟମ ଚାଲୁ କଲା (ଟାବ୍ଲେଟ N770)
  • ୨୦୦୭ Apple iphone ଚାଲୁ ।
  • ୨୦୦୮ ଓଏଚଏ ଆଣ୍ଡ୍ରଏଡ (linux karnel) ପ୍ରକାଶ କଲା । HTC dream(T-ମୋବାଇଲ G1) ପ୍ରଥମ ଆଣ୍ଡ୍ରଏଡ ଫୋନ ।
  • ୨୦୦୯ ସାମସଙ୍ଗ Bada ଅପରେଟିଂ ସିଷ୍ଟମ ଚାଲୁ କଲା (ସାମସଙ୍ଗ s8500)
  • ୨୦୧୨ ମୋଜିଲା Boot to Gecko ଚାଲୁ କଲା । Firefox ଅପରେଟିଂ ସିଷ୍ଟମ
  • ୨୦୧୩ canonical ubuntu touch ଚାଲୁ କଲା
  • ୨୦୧୩ ଗୁଗୁଲ ଆଣ୍ଡ୍ରଏଡ kitkat 4.4 ପ୍ରକାଶ କଲା ।
  • ୨୦୧୪ ମାଇକ୍ରୋସଫ୍ଟ Windows phone 8.1 ପ୍ରକାଶ କଲା ।
  • ୨୦୧୪ ଗୁଗୁଲ ଆଣ୍ଡ୍ରଏଡ 5.0 ''Lollipop'' ଚାଲୁ କଲା ।
  • ୨୦୧୫ Apple ios 9 ପ୍ରକାଶ କଲା (ସେପ୍ଟେମ୍ବର ୨୦୧୫)

ପ୍ରକାର[ସମ୍ପାଦନା]

  1. ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା ।
Google Android OS

ଆଣ୍ଡ୍ରଏଡର ଇତିହାସ[ସମ୍ପାଦନା]

thumb|ଆଧୁନିକ ଆଣ୍ଡ୍ରଏଡ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।

  • ୨.୨ ଫ୍ରୋୟୋ
  • ୨.୩ ଜିଙ୍ଗରବ୍ରେଡ
  • ୩.୦ ହନିକମ୍ବ
  • ୩.୧ ହନିକମ୍ବ,
  • ୩.୨ହନିକମ୍ବ,
  • ୪.୦ ଆଇସ କ୍ରିମ-ସାଣ୍ଡବିଚ,
  • ୪.୧ଜେଲିବିନ୍
  • ୪.୪କିଟ୍ କାଟ୍
  • ୫.୦ଲଲିପପ୍

ବିଶେଷତ୍ୱ[ସମ୍ପାଦନା]

  • ହ୍ୟାଣ୍ଡସଟ ଲେ-ଆଉଟ
  • କନେକଟିଭିଟି
  • ମେସେଜ
  • ଏକରୁ ଅଧିକ ଭାଷା
  • ୱେବ ବ୍ରାଉଜର
  • ଜାଭା ସ୍କ୍ରିପ୍ଟ
  • ମିଡିଆ ସପୋର୍ଟ
  • ଷ୍ଟ୍ରିମିଙ୍ଗ ମେଡ଼ିଆ ସପୋର୍ଟ
  • ମଲ୍ଟି ଟଚ
  • ବ୍ଲୁ-ଟୁଥ
  • ଭିଡିଓ କଲିଙ୍ଗ
  • ମଲ୍ଟି-ଟାସ୍କିଙ୍ଗ
  • ଟେଥରିଙ୍ଗ
  • ସ୍କ୍ରିନ କ୍ୟାପଚର
  • ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ

ସିଆନୋଜେନ ମୋଡ଼[ସମ୍ପାଦନା]

ଏହି ମୋଡ଼ ଏକ ପ୍ରକାର ଆଣ୍ଡ୍ରଏଡର ଖୋଲା ସୋର୍ସ । ବର୍ତ୍ତମାନ ଅପରେଟିଂ ସିଷ୍ଟମର ଭରସନ ହେଉଛି ଆଣ୍ଡ୍ରଏଡ lollipop ।

  • ସିଆନୋଜେନ ମୋଡ଼ ୩ (ଆଣ୍ଡ୍ରଏଡ କପ କେକ)
  • ସିଆନୋଜେନ ମୋଡ଼ ୪ (ଆଣ୍ଡ୍ରଏଡ କପ କେକଡୁନଟ 1.5.x ଓ 1.6.x )
  • ସିଆନୋଜେନ ମୋଡ଼ ୫ (ଆଣ୍ଡ୍ରଏଡ ଏକଲୟର 2.0/2.1)
  • ସିଆନୋଜେନ ମୋଡ଼ ୬ (ଆଣ୍ଡ୍ରଏଡ ଫ୍ରାୟୋ 2.2.x)
  • ସିଆନୋଜେନ ମୋଡ଼ ୧୦ (ଆଣ୍ଡ୍ରଏଡ ଜେଲି ବିନ 4.1.x - 4.3.x)
  • ସିଆନୋଜେନ ମୋଡ଼ ୧୧ (ଆଣ୍ଡ୍ରଏଡ କିଟ୍ କାଟ୍ 4.4.x)
  • ସିଆନୋଜେନ ମୋଡ଼ ୧୨ (ଆଣ୍ଡ୍ରଏଡ ଲଳିପପ 5.0.x)

ଫାୟାର ଫକ୍ସ ଅପରେଟିଂ ସିଷ୍ଟମ[ସମ୍ପାଦନା]

ଫାୟାର ଫକ୍ସ ଅପରେଟିଂ ସିଷ୍ଟମ (ମୋଜିଲାରୁ)ର ନୂତନ ସଂସ୍କରଣ

  • 1.0.x
  • 1.1.x
  • 1.2.x
  • 1.3.x
  • 1.4.x
  • 1.5.x
  • 2.0.0
  • 2.1.0
  • 2.2.0
  • 2.5.0

ସାଲିଫିସ ଅପରେଟିଂ ସିଷ୍ଟମ[ସମ୍ପାଦନା]

ସାଲିଫିସ ଅପରେଟିଂ ସିଷ୍ଟମ (ଜୋଲିଆରୁ)

  • 1.0.0.5 - Update - (Kaajanlampi)
  • 1.0.1.1x - Update 1 (Laadunjärvi)
  • 1.0.2.5 - Update 2 (Maadajävri)
  • 1.0.3.8 - Update 3 (Naamankajärvi)
  • 1.0.4.20 - Update 4 (Ohijärvi)
  • 1.0.5.1x - Update 5 (Paarlamp)
  • 1.0.7.16 - Update 7 (Saapunki)
  • 1.0.8.19 - Update 8 (Tahkalampi)
  • 1.1.0.3x - Update 9 (Uitukka)
  • 1.1.1.2x - Update 10 (Vaarainjärvi)
  • 1.1.2.1x - Update 11 (Yliaavanlampi)
  • 1.1.4.28 - Update 13 (Äijänpäivänjärvi)
  • 1.1.6.27 - Update 15 (Aaslakkajärvi)
  • 1.1.7.24 - Update 16 (Björnträsket)

ଉବୁନ୍ତୁ ଟଚ ଅପରେଟିଂ ସିଷ୍ଟମ[ସମ୍ପାଦନା]

ଏହା କ୍ୟାନୋନିକାଲ Ltd.ରୁ ଆସିଅଛି । ଏହା ଜିପିଏଲ ଲାଇସେନ୍ସ ବ୍ୟବହାର କରେ । ଉବୁନ୍ତୁ ଟଚ ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡ ଲିନକ୍ସ କରନେଲଦ୍ୱାରା ତିଆରି କିନ୍ତୁ ଏହା ଜାଭା ବ୍ୟବହାର କରେ ନାହିଁ ।

ୱିନଡୋଜ ମୋବାଇଲ[ସମ୍ପାଦନା]

ମାଇକ୍ରୋସଫ୍ଟ ପାଇଁ ୱିନଡୋଜ ମୋବାଇଲ ଏକ ଥାମା ଅପରେଟିଂ ସିଷ୍ଟମ । ୨୦୧୦ରେ ମାତ୍ର ୫% ଲୋକମାନେ ଏହି ମୋବାଇଲ ବ୍ୟବହାର କରୁଥିଲେ ।

ବଜାର ଚାହିଦା[ସମ୍ପାଦନା]

See table below for source data
See table below for source data

ଆଧାର[ସମ୍ପାଦନା]