ମୁଲାନ୍ନା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mullana
Mulana
City
Country India
StateHaryana
DistrictAmbala
Elevation
264 m (866 ft)
Languages
Time zoneUTC+5:30 (IST)
PIN
1330xx,1340xx
Telephone code0171
ଯାନବାହାନ ପଞ୍ଚୀକରଣHR01(private), HR37(commercial)
Sex ratio869/1000
Websiteambala.nic.in

ମୁଲାନ୍ନା (/əmˈbɑːlə//əmˈbɑːlə/)ଭାରତୀୟ ରାଜ୍ୟ ହରିୟଣାର ଅମ୍ବାଲାଠାରେ ପଞ୍ଜାବର ସୀମା ନିକଟରେ ଅବସ୍ଥିତ ଏକ ଗ୍ରାମ । ଏହା ରାଜ୍ୟ ରାଜଧାନୀ ଚଣ୍ଡିଗଡର ନିକଟରେ ରହିଛି । 

ଏହା ମଧ୍ୟ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ଏଠାରେ ମହର୍ଷି ମାର୍କଣ୍ଡେଶ୍ୱରଙ୍କ ବିଶ୍ୱବିଦ୍ୟାଳୟ ରହିଛି । [୧]

ପୁନଶ୍ଚ ଦେଖଣା[ସମ୍ପାଦନା]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]