ମିଶ୍ରଧାତୁ

ଉଇକିପିଡ଼ିଆ ରୁ
Wire rope made from steel, which is a metal alloy whose major component is iron, with carbon content between 0.02% and 2.14% by mass.

ମିଶ୍ରଧାତୁ (ଇଂରାଜୀ: Alloy; ଆଲଏ) ହେଉଛି ଏକ ବା ଏକାଧିକ ମୌଳିକମାନଙ୍କର ଏକ ମିଶ୍ରଣ ବା କଠିନ ଧାତବ ଦ୍ରବଣ ।[୧] ଏକ ମିଶ୍ରଧାତୁ ନିମ୍ନୋକ୍ତ ମଧ୍ୟରୁ କୌଣସି ଗୋଟିଏ (କିମ୍ବା ଅଧିକ) ହୋଇଥାଇପାରେ: ମୌଳିକ ଗୁଡ଼ିକର ଏକ କଠିନ ଦ୍ରବଣ (ଗୋଟିଏ ଅବସ୍ଥା), ଧାତବ ଦ୍ରବଣ ଗୁଡ଼ିକର ମିଶ୍ରଣ (ଦୁଇ କିମ୍ବା ତତୋଽଧିକ ଅବସ୍ଥା) ଓ ଅର୍ଦ୍ଧ-ଧାତବ ଦ୍ରବଣର ଯୌଗିକ (ଅବସ୍ଥା ମଧ୍ୟରେ କୌଣସି ସ୍ଵତନ୍ତ୍ର ସୀମା ନଥାଏ) ।

ଉପକ୍ରମ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]