ବ୍ୟବହାରକାରୀ:Prateek Pattanaik/ପରଖଜାଗା୨

ଉଇକିପିଡ଼ିଆ‌ରୁ

Error: missing redirect parameter (help).

ଛାନ୍ଦ ଛାଞ୍ଚ
ଆହାରୀ, ରୋଢ଼ା ବାଣୀ

ଚନ୍ଦ୍ରବତ କୀରତୀ ରାମଚନ୍ଦ୍ର । ଇନ୍ଦ୍ର ବିପଦହାରୀ ରାଜଇନ୍ଦ୍ର ।୧।
ଶୀତାଂଶୁ ଶିତାମ୍ବୁଜମୁଖୀ ସୀତା । ନିତାନ୍ତ ଯାହାର ପ୍ରିୟବନିତା ।୨।
ରଥିମାନଙ୍କ ଶ୍ରେଷ୍ଠ ଦାଶରଥି । ପଥିକ ବନେ ଦୈତ୍ୟପରିପତ୍ନୀ ।୩।
ଦରନାଶନ ହାସଜିତଦର । ଧରଣୀକରତା କୋଦଣ୍ଡଧର ।୪।