ବ୍ୟବହାରକାରୀ:Pradip Kumar Dash

ଉଇକିପିଡ଼ିଆ‌ରୁ

ମୋର ନାମ ପ୍ରଦୀପ୍ କୁମାର ଦାଶ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ବହୁମାତ୍ରାରେ ରୁଚି ରହିଆସିଛି । ତେଣୁ କର୍ମମୟ ଜୀବନରେ ମଧ୍ୟ ସାହିତ୍ୟ ରଚନା କରିଛି । ସେଥିରୁ ଅଧିକାଂଶ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।