ବ୍ୟବହାରକାରୀ:Pmsarangi/sandbox/କମଳାଦେବୀ ଚଟୋପାଧ୍ୟାୟ

ଉଇକିପିଡ଼ିଆ‌ରୁ
କମଳାଦେବୀ ଚଟୋପାଧ୍ୟାୟ
ଜନ୍ମ
କମଳାଦେବୀ

(1903-04-03)୩ ଅପ୍ରେଲ ୧୯୦୩
ମାଙ୍ଗାଲୋର, ମାଦ୍ରାସ ପ୍ରେସିଡ଼େନ୍‌ସି, କର୍ଣ୍ଣାଟକ, ଭାରତ
ମୃତ୍ୟୁ୨୯ ଅକ୍ଟୋବର ୧୯୮୮(1988-10-29) (ବୟସ ୮୫)
ଶିକ୍ଷାନୁଷ୍ଠାନବେଡ଼ଫୋଡ଼ କଲେଜ (ଲଣ୍ତନ)
ବୈବାହିକ-ସାଥୀ(s)
କ୍ରିଷ୍ଣା ରାଓ
(m. ୧୯୧୭⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

(m. ୧୯୨୩⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନରାମକୃଷ୍ଣ ଚଟୋପାଧ୍ୟାୟ
ପୁରସ୍କାରରମଣ ମେଗସେସ ପୁରଷ୍କାର (୧୯୬୬)
ପଦ୍ମ ଭୁଷଣ (୧୯୫୫)
ପଦ୍ମ ବିଭୁଷଣ (୧୯୮୭)

କମଳାଦେବୀ ଚଟୋପାଧ୍ୟାୟ (୩ April ୧୯୦୩ – ୨୯ October ୧୯୮୮) ଜଣେ ଭାରତୀୟ ସମାଜ ସୁଧାରକ ଏବଂ ସ୍ୱାଧୀନତା ସଂଗ୍ରାମୀ । ଭାରତର ସ୍ୱତନ୍ତ୍ରତା ଆନ୍ଦୋଳନ ରେ ତାଙ୍କର ଅବଦାନ ଚିରସ୍ମରଣୀୟ । ସ୍ୱାଧୀନ ଭାରତର ହସ୍ତଶୀଳ୍ପ, ହସ୍ତକରଧା ଏବଂ ନୃତ୍ୟଶାଳାକୁ ପୁନରୁଦ୍ଧାର ଏବଂ ଭାରତର ମହିଳା ମାନଙ୍କ ସାମାଜିକ ଏବଂ ଆର୍ଥିକ ସ୍ତର ଉତ୍‌ଥାନ ସକାଶେ ସ‌ହକାରୀ ଆନ୍ଦୋଳନର ସିଏ ଅଗ୍ରୀମ ସଂଚାଳକ ଥିଲେ । [୧]

କେତେକ ସାଂସ୍କୃତିକ ସଂସ୍ଥାନ ତାଙ୍କରି ଯୋଗୁ ଆଜି ଅଛି, ତାମଧ୍ୟରୁ ଅନ୍ୟତମ ହେଲା, ରାଷ୍ଟ୍ରୀୟ ନାଟକ ସ୍କୁଲ(National School of Drama), ସଂଗୀତ ନାଟକ ଆକାଡ଼େମୀ, କେନ୍ଦ୍ରୀୟ କଟେଜ ଇଣ୍ତଷ୍ଟ୍ରିଜ୍ ଏମ୍ପୋରିୟମ ଏବଂ ଭାରତର ଶୀଳ୍ପ ପରିଷଦ ।[୨]


ଅଧିକ ତ‌ଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

[୩]

  1. "Sangeet Natak Akademi Ratna Puraskar (Akademi Fellow)".
  2. "Das Bhargavinilayam, Mani Madhaveeyam".
  3. "Who was Kamaladevi Chattopadhyay?". Indian Express. 3 April 2018. Retrieved 3 April 2018.