ବ୍ୟବହାରକାରୀ:Dambarudhara karmi

ଉଇକିପିଡ଼ିଆ‌ରୁ

ବଲଙ୍ଗିର ର୍ରାଜସ୍ଵ୍ ଜିଲ୍ଲା ର ଏକ ଉପ୍ଖଣ୍ଡ -ଟିଟିଲାଗଡ.] | ସହରଟି କୁ ଅଧିସୁଚିତ କ୍ଷେତ୍ର ପରିଷଦ ଭବେ ଅନେକ ଦିନରୁ ଘୋଷଣା କରିଛନ୍ତି ସରକାର| ଇତିହାସ୍ ପୃଉଷ୍ଥା ତରେ ଏହା ଅତିତ ରେ ତ୍ରିତଲା ଗଡ ଥିଲା| ଟିଟିଲାଗଡ ର ଆଖ ପାଖ ଅଞ୍ଚଲ କୁ ଦେଖି ସହଜରେ କହି ହେବ ଯେ ଏଠରେ ଅତିତରେ ଶୈବ ଓ ଶାକ୍ତ ବିଚାର ର୍ ପ୍ରାଧାନ୍ୟ୍ ଥିଲା |\ ଟିଟିଲାଗଡ ର ଅତିତ କୁଜାଣିବା ଆଗରୁ ବର୍ତମାନ୍ କୁ ଭଲ ଭାବରେ ଜାଣିବା ଆବଶ୍ୟକ| ଟିଟିଲାଗଡ କୁ ଲୋକେ ତତଲାଗଡ ଭାବରେ ବେଶି ଚିନ୍ହନ୍ତି| କଣ୍ଟାକୁ କଣ୍ତା କାଢେ, ଗରମ୍ କୁ ଗରମ କାଟେ ଏହି ନ୍ୟାୟରେ ସରକାର୍ ଏକ ଅଭିନବ ଯୋଜନା କରିଛନ୍ତି | ବୁଝିବାକୁ ବୁଦ୍ଧି ଆବଶ୍ୟକ| ନିର୍ବୁଦ୍ଧିଆ ମାନେ ଅତି କମ୍ ରେ ଏହି ମହାନ୍ ବୈଚାର୍ କୁ ବୁଝିବାକୁ ଅକ୍ଷମ|| ଟିଟିଲାଗଡ ଅଞ୍ଚଳର୍ ଗରମ୍ କୁ କମ୍ କରିବାର୍ ମହନ୍ ଉଦ୍ଦେଶ୍ୟରେ ଏ ଅଞ୍ଚଲରେ ପ୍ରତିଷ୍ଠିତ ହେବ ତାପଜ୍ ବିଦ୍ୟୁତ ପ୍ରକଲ୍ପ || କୋଇଲା ଜଲିବ୍--- ଧୁଆ୍ ଓ ପାଉନ୍ସ୍ ଯୋଗୁ ଗରମ୍ ହେବ---ଗରମକୁ ଗରମ୍ କାଟିବ---ଟିଟିଲାଗଡ ---ହେବ ଶିତଲଗଡ--- କମାଲ୍ ର୍ ବିଚାର୍ ନୁହେନ୍ କି----