ବ୍ୟବହାରକାରୀଙ୍କ ଆଲୋଚନା:Bijaya kumar mohanty

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Bijaya kumar mohanty,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ତାର ଯୋଡ଼ିବେ? ୧୮:୨୪, ୧୦ ଫେବୃଆରୀ ୨୦୧୮ (IST)[reply]

ଅମେୟ ବିକ୍ରମାନନ୍ଦନ ଭୂୟାଁ[ସମ୍ପାଦନା]

ଆପଣଙ୍କ ଲେଖା ଅମେୟ ବିକ୍ରମାନନ୍ଦନ ଭୂୟାଁରେ କିଛି ଆଧାର ନାହିଁ ଏବଂ ଏହା ରଚନା ପରି ଲେଖା ହେଇଛି । ଏହା ଏକ ଜ୍ଞାନକୋଷ, ଏଠାରେ ଯାହା ଲେଖାଯାଏ, ସେଥି ପାଇଁ ଆଧାର ଯୋଡ଼ିବାକୁ ପଡ଼େ । ବିନା ଆଧାରରେ ଲେଖାକୁ ଲିଭାଇ ଦିଆଯିବ । ଉଦାହରଣ ଭାବେ ମଧୁସୂଦନ ରାଓ, ନୀଳକଣ୍ଠ ଦାସ ଲେଖା ଦେଖି ପାରିବେ, କିଛି ପ୍ରଶ୍ନ ଥିଲେ ଜଣାଇବେ । ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୧୧:୧୮, ୧୦ ମାର୍ଚ୍ଚ ୨୦୧୮ (IST) ଆଧାର କିପରି ଯୋଡ଼ା ଯିବ ବତାଇ ଦେବେ କି ?[reply]