ବ୍ୟବହାରକାରୀଙ୍କ ଆଲୋଚନା:117.227.128.102

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର 117.227.128.102,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅηsuмaη Talk ୦୫:୪୨, ୧୯ ଏପ୍ରିଲ ୨୦୧୨ (UTC)

how can i apear the entrance examinatin here?to study the corses avail here?[ସମ୍ପାଦନା]

i really apreciate d institutez....which having excelent services as well as courses.....

  • Thanks for your appreciation. As we have only few good articles, I don't think It will help much now. And for your information this is an Online Encyclopedia and open for everyone. You can also help editing. For better sources go to English Wikipedia. Thank You. -- ଅηsuмaη Talk ୦୫:୪୯, ୧୯ ଏପ୍ରିଲ ୨୦୧୨ (UTC)

ଏହା ଖାତାଟିଏ ଖୋଲିନଥିବା ବା ସେହି ଖାତା ବ୍ୟବହାର କରିନଥିବା ଜଣେ ବେନାମୀ ବ୍ୟବହାରକାରୀଙ୍କ ଆଲୋଚନା ପୃଷ୍ଠା । ତେଣୁ ଆମେ ସାଂଖିକ ଆଇପି ଠିକଣା ଦେଇ ତାଙ୍କୁ ଜାଣିବା । ଏହି ଭଳି ଏକ ଆଇପି ଠିକଣା ବହୁ ବ୍ୟବହାରକାରୀଙ୍କ ଭିତରେ ବିତରିତ ହୋଇପାରେ । ଆପଣ ଜଣେ ବେନାମି ବ୍ୟବହାରକାରୀ ହୋଇଥିଲେ ଏବଂ ଆପଣଙ୍କୁ ଅପ୍ରାସଙ୍ଗିକ ମତାମତ ସବୁ ଦିଆଯାଇଛି ବୋଲି ଭାବୁଥିଲେ ଖାତାଟିଏ ଖୋଲନ୍ତୁ କିମ୍ବା ପୁରୁଣା ଖାତାରେ ଲଗ ଇନ କରନ୍ତୁ । ଫଳରେ ଆଗକୁ ଅନ୍ୟ ବେନାମୀ ବ୍ୟବହାରକାରୀଙ୍କ ସହ ଦ୍ଵନ୍ଦ ହେବନାହିଁ ।