ବ୍ୟବହାରକାରୀଙ୍କ ଆଲୋଚନା:ଅହଲ୍ୟା
ଆଦରର ଅହଲ୍ୟା,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନଙ୍କ ସହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
- ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ଭ
- ଶିକ୍ଷଣ ଓ ଜାଣିବା କଥା
- ପୃଷ୍ଠାଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ବାଡ଼େଇବେ! ୧୧:୩୧, ୧୫ ଡିସେମ୍ବର ୨୦୧୯ (IST)
ଆଲୋକ ସଂଶ୍ଳେଷଣ[ସମ୍ପାଦନା]
ଆଲୋକ ସଂଶ୍ଳେଷଣ ଲେଖାଟିରେ କିଛି ତଥ୍ୟ ନ ଥିବାରୁ ଲିଭାଗଲା । ନୂଆ ପୃଷ୍ଠା ତିଆରି କରିବା ଆଗରୁ ଉପରେ ଦିଆଯାଇଥିବା ନିୟମାବଳୀ ପଢ଼ିବାକୁ ଅନୁରୋଧ । ଏବେ User:ଅହଲ୍ୟା/ଆଲୋକ ସଂଶ୍ଳେଷଣ ଏଠାରେ ପରଖ କରିପାରିବେ । ଟାଇପ କେମିତି କରିବେ ସେ ବାବଦରେ ଅଧିକ ଜାଣିବା ପାଇଁ ଏହି ପୃଷ୍ଠା ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ ଦେଖନ୍ତୁ । -- ଅଂଶୁମାନ ବାଡ଼େଇବେ! ୧୧:୩୧, ୧୫ ଡିସେମ୍ବର ୨୦୧୯ (IST)