ବୀର ଶିକାରଗଡ ବନ୍ୟଜନ୍ତୁ ଅଭୟାରଣ୍ୟ
बीड़ शिकारगाह वन्यजीव अभयारण्य, जिला पंचकूला, हरियाणा, भारत | |
---|---|
ବନ୍ୟଜନ୍ତୁ ଅଭୟାରଣ୍ୟ | |
Country | India |
Government | |
• Body | Haryana Forest Department |
Time zone | UTC+5:30 (IST) |
Website | www |
ବୀର ଶିକାରଗଡ ବନ୍ୟଜନ୍ତୁ ଅଭୟାରଣ୍ୟ (Hindi: बीड़ शिकारगाह वन्यजीव अभयारण्य) ଭାରତୀୟ ରାଜ୍ୟ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ଅବସ୍ଥିତ । ଏହାର ଆୟତନ ୭୬୭.୩୦ ବର୍ଗ କିଲୋମିଟର । ଏହା ମଧ୍ୟରେ ପିନିଜୋରେସ୍ଥିତ ଛଞ୍ଚାଣ ରକ୍ଷଣ ଓ ଅଭିବୃଧ୍ହୀ କେନ୍ଦ୍ର ମଧ୍ୟ ରହିଛି ।
ଅବସ୍ଥିତି
[ସମ୍ପାଦନା]ଏହା ପିନିଜୋରଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ । .[୧] ଏହା ନିକଟବରତି ମୁଖ୍ୟ ସ୍ଥାନ ମାନଙ୍କ ସହ ରାସ୍ତା ପଥରେ ସଂଯୁକ୍ତ। 1987 ମସିହାରେ ଏହା ହରିୟଣା ସରକାରଙ୍କ ଜଙ୍ଗଲ ବିଭାଗଦ୍ୱାରା ଅଭୟାରଣ୍ୟ ଭାବରେ ଘୋଷିତ ହେଇଥିଲା ।
ପରିବେଶ ନିୟନ୍ତ୍ରିତ ଅଞ୍ଚଳ
[ସମ୍ପାଦନା]ଭାରତ ସରକାର ଏହାକୁ 2009 ମଶିହାରେ ପରିବେଶ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରିଥିଲେ । ଫଳରେ ଏହାର ୫ କିଲୋମିଟର ବ୍ୟାସ ଅଞ୍ଚଳରେ କୌଣଶି ନିର୍ମାଣ ହେଇପାରିବ ନାହିଁ ଓ ପରବେଶ ବଜାୟ ରହିବ ।.[୨]
Animals
[ସମ୍ପାଦନା]ଶିବାଳିକ ପାର୍ବତ୍ଯ ଅଞ୍ଚଳରେ ଶିକାରଗଡ , ଖୋଲି ହି-ରଇତାନ ଓ କଲେଶର , ଏହି 3ଟି ଅଭୟାରଣ୍ୟ ବା ଜାତୀୟ ପାର୍କ ଖୁବ ନିକଟରେ ଅବସ୍ଥିତ । ତେଣୁ ସେ ସବୁ ଅଞ୍ଚଳରେ ଜୀବଜନ୍ତୁ ସମାନ ପ୍ରକାରର ଦେଖା ଯାଇଥାନ୍ତି । ବୃକ୍ଷ ମଧ୍ୟରେ ମଧ୍ୟ ସମାନତା ରହିଥାଏ । ଏହି ଅଞ୍ଚଳରେ ଭାରତୀୟ ଲେପାର୍ଡ , ଏସୀୟ ହାତୀ , ଚିତଳ , ସଂଭର , ଭାରତୀୟ କୋକି ଶିଆଳ ଲାଙ୍ଗୁର , ମଙ୍ଗୁଜ , ଜଙ୍ଗଲି ବିରାଡି ଆଦି ପ୍ରାଣୀ ରହିଥାନ୍ତି ।[୩]
ନିକଟସ୍ଥ ଆକର୍ଷଣ
[ସମ୍ପାଦନା]- କଲେସାର ଜାତୀୟ ପାର୍କ - ଏହା ଯମୁନାନଗରଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ।
- ଖୋଳ-ହି -ରତ୍ତାନ ବନ୍ୟ ପ୍ରାଣୀ ଅଭୟାରଣ୍ୟ - ଏହା ବୀର ଶିକାରଗଡଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- List of National Parks & Wildlife Sanctuaries of Haryana, India
- Haryana Tourism
- List of Monuments of National Importance in Haryana
- List of State Protected Monuments in Haryana
- List of Indus Valley Civilization sites in Haryana, Punjab, Rajasthan, Gujarat, India & Pakistan
- Kalesar National Park, 15 km from Yamunanagar, location map
- Sultanpur National Park, 25 km from Gurgaon on Chhachhrauli road, location map
- Saraswati Wildlife Sanctuary, 10 km from Pahowa, location map
ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;HarFor1
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ http://epaper.timesofindia.com/Default/Layout/Includes/TOINEW/ArtWin.asp?
- ↑ Government of India's Ministery of Environment and Forests clearance, published: 2013