ବିଶାଖା ଦତ୍ତ

ଉଇକିପିଡ଼ିଆ‌ରୁ
ବିଶାଖା ଦତ୍ତ
୨୦୧୬ରେ ବିଶାଖା ।
ବୃତ୍ତି(ସମୂହ)ଚଳଚ୍ଚିତ୍ର ନିର୍ମାତା, ସାମ୍ବାଦିକା

ବିଶାଖା ଦତ୍ତ ଜଣେ ଚଳଚ୍ଚିତ୍ର ନିର୍ମାତା, ସମାଜସେବୀ ତଥା ପୂର୍ବତନ ସାମ୍ବାଦିକା ।[୧] ମୁମ୍ବାଇରେ ଲିଙ୍ଗଗତ ଅସୁବିଧା, ମହିଳା ଅଧିକାର ନିୟମ ଓ ଯୌନଗତ ଅସୁବିଧା ପାଇଁ କାମ କରୁଥିବାଥିବା ଅଣଲାଭକାରୀ ସଂସ୍ଥା ପଏଣ୍ଟ ଅଫ୍ ଭିୟୁର ସେ ସହ-ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ।[୨] ସେ ୱିକିମିଡିଆ ଫାଉଣ୍ଡେସନ (୨୦୧୦-୨୦୧୪)[୩] ଓ କ୍ରିଏଟିଂ ରିସୋର୍ସେସ୍ ଫର୍ ଏମ୍‌ପାୱାର୍‌ମେଣ୍ଟ ଇନ୍ ଆକ୍ସନ ଭଳି କିଛି ଅଣଲାଭକାରୀ ସଂସ୍ଥାର ସହିତ ମଧ୍ୟ ଜଡ଼ିତ ଥିଲେ । ସେ ଉଇକିମିଡ଼ିଆ ଫାଉଣ୍ଡେସନର ଟ୍ରଷ୍ଟ ବୋର୍ଡ଼ରେ କାର୍ଯ୍ୟ କରିଥିବା ପ୍ରଥମ ଭାରତୀୟ ଥିଲେ ।[୧][୪]

ବ୍ୟକ୍ତିଗତ ଜୀବନ ଏବଂ କାର୍ଯ୍ୟ[ସମ୍ପାଦନା]

୧୯୯୮ ମସିହାରେ ସେ ଭାରତର ମହାରାଷ୍ଟ୍ର ବିଭିନ୍ନ ପଞ୍ଚାୟତରେ ମହିଳା ରାଜନେତ୍ରୀମାନଙ୍କ ଉପରେ ଆଧାରିତ ଏକ ପୁସ୍ତକ ଆଣ୍ଡ୍ ହୁ ଉଇଲ୍ ମେକ୍ ଦି ଚପାତିସ୍‌ର ସମ୍ପାଦନା କରିଥିଲେ ।[୫] ୨୦୦୩ ମସିହାରେ ଇନ୍ ଦି ଫ୍ଲେସ୍: ଥ୍ରୀ ଲାଇଭ୍‌ସ୍ ଇନ ପ୍ରଷ୍ଟିଚ୍ୟୁସନ୍ ନାମକ ତାଙ୍କର ଏକ ବୃତ୍ତଚିତ୍ର ମୁକ୍ତିଲାଭ କରିଥିଲା ।[୬][୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ Kurup, Deepa (14 April 2010). "And now, Wikipedia India's new face". The Hindu. Retrieved 2014-11-05.
  2. "Board". Point of View. Archived from the original on 17 March 2019. Retrieved 2014-11-05.
  3. "Press releases: Bishakha Datta to join Wikimedia Foundation Board of Trustees". Wikimedia Foundation. 5 April 2010. Retrieved 2014-11-05.
  4. "Q&A with Bishakha Datta: First Indian on Wikimedia board of trustees". Mint. 6 April 2010. Retrieved 6 April 2010.
  5. "Book Review: And Who Will Make the Chapatis?". SAWNET. 2009-02-16. Retrieved 2010-11-27.
  6. "The Hindu : Sex, truth, and videotape". The Hindu. 2002-08-29. Archived from the original on 31 August 2010. Retrieved 2010-11-27.
  7. Sharma, Kanika (15 Nov 2013). "Flesh Talkies". MiD DAY. Retrieved 2014-11-05.

ବାହାର ଲିଙ୍କ୍[ସମ୍ପାଦନା]