ବିନ୍ଦୁ

ଉଇକିପିଡ଼ିଆ‌ରୁ


ଜ୍ୟାମିତିରେ ବିନ୍ଦୁ ଏକ ସଂଜ୍ଞାବିହୀନ ଶବ୍ଦ । ଏହାକୁ ଏକ ସ୍ୱୀକାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି ଓ ଏହା ଆଧାରରେ ଅନ୍ୟ ତତ୍ତ୍ୱର ବ୍ୟାଖ୍ୟା କରାଯାଏ । ଜ୍ୟାମିତିରେ ବିନ୍ଦୁ ହେଉଛି ଶୂନ୍ୟ-ବିମୀୟ (zero-dimensional) ଯାହାର କ୍ଷେତ୍ରଫଳ, ଘନଫଳ, ଲମ୍ବ ନଥାଏ କିମ୍ବା ଅନ୍ୟ କୌଣସି ବହୁ-ଆୟାମୀ (higher-dimensional) ବସ୍ତୁର ଅନୁରୂପ ହୋଇନଥାଏ ।

ୟୁକ୍ଲିଡୀୟ ଜ୍ୟାମିତିରେ ବିନ୍ଦୁ[ସମ୍ପାଦନା]

ୟୁକ୍ଲିଡୀୟ ଜ୍ୟାମିତି ଅନୁସାରେ "ଏହାର ଅବସ୍ଥିତି ଅଛି, କିନ୍ତୁ ବ୍ୟାପ୍ତି ନାହିଁ" ।

A finite set of points (blue) in two dimensional Euclidean space.


ଅନ୍ୟାନ୍ୟ ବ୍ୟାଖ୍ୟା[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]