ବାରକୋଟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବାରକୋଟ
Town
Country India
StateOdisha
DistrictDebagarh
Elevation
126 m (413 ft)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD-28 (RTO Deogarh)
Websiteodisha.gov.in

ବାରକୋଟ, ଭାରତୀୟ ରାଜ୍ୟ ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ସହର ।[୧] ଏହା ଜାତୀୟ ରାଜପଥ ୬ ଏବଂ ଜାତୀୟ ରାଜପଥ ୨୩ ଉପରେ ରହିଛି । ଏହା ଏକ ତହସିଲ ଅଞ୍ଚଳ ଓ ବାରକୋଟ ସହର ତହସିଲର ମୁଖ୍ୟ ଦପ୍ତର ।[୨] ଏହାର ଜିଲ୍ଲା ସଦର ମହକୁମା ଦେବଗଡ ଏଠାରୁ ୩୧ କିଲୋମିଟର ଦୂରରେ ଅବସ୍ଥିତ । [୩]

ଭୌଗୋଳିକ ସ୍ଥିତି [ସମ୍ପାଦନା]

ବାରକୋଟର ଭୌଗୋଳିକ ସ୍ଥିତି  21°33′N 85°01′E / 21.55°N 85.01°E / 21.55; 85.01 ଓ ଏହା ସମୁଦ୍ରପତ୍ତନଠାରୁ ୧୨୬ ମିଟର ଉପରେ ଅବସ୍ଥିତ ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ବରକୋଟର ଜନସଂଖ୍ୟା  ୫୮୨ ଥିଲା । [୪] ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୩୦୯ ଓ ମହିଳା ସଂଖ୍ୟା ୨୭୩ ଥିଲା । ୬ ବର୍ଷରୁ କମ ସଂଖ୍ୟା ୧୧.୬୮ % ଥିବା ବେଳେ ବାରକୋଟର ସାକ୍ଷ୍ୟରତା ହାର ୬୮.୦୯% ଥିଲା । ଏହା ଓଡ଼ିଶାର ସାକ୍ଷରତା ହାରଠାରୁ କମ ।  

ଆଧାର[ସମ୍ପାଦନା]

  1. "R.I.CIRCLE WISE REVENUE VILLAGES OF BARKOTE TAHASIL (228 Villages)". deogarh.nic.in. deogarh.nic.in. Retrieved 17 August 2019.
  2. https://villageinfo.in/odisha/debagarh/barkot/barkot.html
  3. https://villageinfo.in/odisha/debagarh/barkot/barkot.html
  4. http://www.census2011.co.in/data/village/382880-barkot-orissa.html