ବକ୍ସି ଜଗବନ୍ଧୁ (ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ

ବକ୍ସି ଜଗବନ୍ଧୁ (ଇଂରାଜୀରେ Buxi Jagabandhu) ହେଉଛି ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ଯାହା ଓଡ଼ିଶାର ଏକ ସତ୍ୟ ଘଟଣା, ପାଇକ ବିଦ୍ରୋହ ଉପରେ ଆଧାରିତ[୧] । ୨୦୧୬ ମସିହା, ସୋମବାର ୧୧ ଜାନୁୟାରୀରେ ଭୁବନେଶ୍ୱରରେସ୍ଥିତ କ୍ରାଉନ ହୋଟେଲରେ ଏହି କଥାଚିତ୍ରର ପୋଷ୍ଟର ଉନ୍ମୋଚନ କରାଯାଇଥିଲା ।

ଏହାକୁ ପ୍ରଯୋଜନା ଅକ୍ଷୟ ପରିଜା, ମୁଖ୍ୟ ଚରିତ୍ର, ବକ୍ସି ଜଗବନ୍ଧୁର ଅଭିନୟ ଅନୁଭବ ମହାନ୍ତି କରିବେ ବୋଲି ଘୋଷଣା କରାଯାଇଥିଲା । କୌଣସି କାରଣବଶତଃ ଏହି ଚଳଚ୍ଚିତ୍ର ଉପରେ କାମ ସ୍ଥଗିତ ଅଛି ।


ଅଭିନୟ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://enewsodia.com/buxi-jagabandhu-ollywood-movie-anubhav/
  2. https://www.fullodisha.com/bakshi-jagabandhu-anubhav-mohantys-new-odia-film/ Archived 2017-09-11 at the Wayback Machine.

ବାହାର ଆଧାର[ସମ୍ପାଦନା]

  1. https://enewsodia.com/buxi-jagabandhu-ollywood-movie-anubhav/