ପ୍ୟାରୀ ଦେବୀ ଅଗ୍ରହାରୀ

ଉଇକିପିଡ଼ିଆ‌ରୁ
ପ୍ୟାରୀ ଦେବୀ ଅଗ୍ରହାରୀ
ବିଧାୟିକା: ଉତ୍ତର ପ୍ରଦେଶ ବିଧାନ ସଭା
କାର୍ଯ୍ୟକାଳ
୧୯୬୯ – ୧୯୭୪
ପୂର୍ବ ଅଧିକାରୀଗୌରୀରାମ ଗୁପ୍ତା
ନିର୍ବାଚନ ମଣ୍ଡଳୀଫେରେଣ୍ଡା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁଧନୀ ବଜାର
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଗୌରୀରାମ ଗୁପ୍ତା
ଘରଧନୀ ବଜାର, ଗୋରଖପୁର

ପ୍ୟାରୀ ଦେବୀ ଅଗ୍ରହାରୀ ଜଣେ ଭାରତୀୟ ରାଜନେତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ସ୍ୱାଧିନତା ସଂଗ୍ରାମ ଗୌରୀରାମ ଗୁପ୍ତାଙ୍କ ପତ୍ନୀ ଥିଲେ । ସେ ୧୯୬୯ ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନରେ ଫରେଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଧାୟିକା ଭାବରେ ଉତ୍ତର ପ୍ରଦେଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୯ ମସିହାରୁ ୧୯୭୪ ମସିହା ପର୍ଯ୍ୟନ୍ତ ଏହି ବିଧାନ ସଭାର ସଦସ୍ୟା ଥିଲେ ସେ ।[୧] ସେ ଗୋରଖପୁର (ବର୍ତ୍ତମାନ ମହାରାଜଗଞ୍ଜ ) ଜିଲ୍ଲାର ପ୍ରଥମ ମହିଳା ବିଧାୟିକା ଥିଲେ ।[୨][୩]

ଆଧାର[ସମ୍ପାଦନା]

  1. "1969 Election Results". Election Commission of India website. Archived from the original on March 23, 2017. Retrieved August 27, 2015.
  2. "महिला को नहीं दिखाया विधान सभा का रास्ता". Dainik Jagran. 16 January 2012.
  3. Harikrishna Prasad Gupta Agrahari (1998). Akhil Bharatiya Agrahari Vaishya Samaj Sahitya Darpan. Agrahari Sahitya Seva Sadan, Korba, Madhya Pradesh. p. 484.