ପ୍ୟାରୀ ଖାକା
Personal information | |||
---|---|---|---|
Date of birth | ୧୮ ମଇ ୧୯୯୭ | ||
Place of birth | ଓଡ଼ିଶା | ||
Playing position | ଫର୍ୱାର୍ଡ | ||
Club information | |||
Current team | ରାଇଜିଂ ଷ୍ଟୁଡ଼େଣ୍ଟ୍ | ||
Youth career | |||
କୁଅଁରମୁଣ୍ଡା | |||
Senior career* | |||
Years | Team | Apps | (Gls) |
୨୦୧୬- ବର୍ତ୍ତମାନ | ରାଇଜିଂ ଷ୍ଟୁଡ଼େଣ୍ଟ୍ | ୧୧ | (୧୪) |
National team‡ | |||
2014 | India U19 | ||
2015– | India | 3 | (0) |
* Senior club appearances and goals counted for the domestic league only and correct as of ୧୪ ଫେବୃଆରୀ ୨୦୧୭. |
ପ୍ୟାରୀ ଖାକା (ଜନ୍ମ ୧୮ ମଇ ୧୯୯୭) ଜଣେ ଭାରତୀୟ ମହିଳା ଆନ୍ତର୍ଜାତୀୟ ଫୁଟ୍ବଲ୍ ଖେଳାଳି ଯେ ରାଇଜିଂ କ୍ଲବ୍ ଓ ଭାରତୀୟ ମହିଳା ଜାତୀୟ ଦଳ ତରଫରୁ ଫର୍ୱାର୍ଡ ଭାବେ ଖେଳନ୍ତି ।
ଜୀବନ
[ସମ୍ପାଦନା]ଜାଜା ୧୯ ବର୍ଷରୁ କମ୍ ଭାରତୀୟ ଦଳରେ ଖେଳିସାରିବା ପରେ ୨୦୧୫ରେ ସିନିଅର୍ ଦଳ ପାଇଁ ୨୦୧୫ରେ ଖେଳିଥିଲେ ।[୧] ସେ ସେହିବର୍ଷ ଏଆଇଏଫ୍ଏଫ୍ ଉଦୀୟମାନ ମହିଳା ଫୁଟ୍ବଲ୍ ଖେଳାଳି ଭାବେ ସମ୍ମାନିତ ହୋଇଥିଲେ ।[୨] ୨୦୧୬ ଦକ୍ଷିଣ ଏସୀୟ ପ୍ରତିଯୋଗିତା, ସିଲଂରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
କ୍ଲବ୍ ଜୀବନ
[ସମ୍ପାଦନା]ଖାକା ଓଡ଼ିଶାର କୁଅଁରମୁଣ୍ଡାରେ ଥିବା କ୍ଲବ୍ରେ ନିଜ ଫୁଟ୍ବଲ୍ ଜୀବନ ଆରମ୍ଭ କରିଥିଲେ ।[୩] ସେ ୨୦୧୬-୧୭ରେ ଭାରତୀୟ ମହିଳା ଲିଗ୍ର ପ୍ରଥମ ସିଜିନ୍ ଖେଳିବା ପାଇଁ ରାଇଜିଂ ଷ୍ଟୁଡ଼େଣ୍ଟ୍ ସହ ଚୁକ୍ତି କରିଥିଲେ । ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୪ଟି ଗୋଲ୍ ଓ ଶେଷ ପର୍ଯ୍ୟୟରେ ୪ଟି ଗୋଲ୍ ଦେଇଥିଲେ । ଫାଇନାଲ୍ରେ ତାଙ୍କ ଦଳ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନଠାରୁ ହାରିଯାଇଥିଲା ।[୪]
ସମ୍ମାନ
[ସମ୍ପାଦନା]ଆନ୍ତର୍ଜାତୀୟ
[ସମ୍ପାଦନା]- ଦକ୍ଷିଣ ଏସୀୟ କ୍ରୀଡ଼ା (୧): ୨୦୧୬
ବ୍ୟକ୍ତିଗତ
[ସମ୍ପାଦନା]- ଏଆଇଏଫ୍ଏଫ୍ ଉଦୀୟମାନ ମହିଳା ଫୁଟ୍ବଲ୍ ଖେଳାଳି: ୨୦୧୫[୨]
ଆଧାର
[ସମ୍ପାଦନା]- ↑ "A youthful breeze flows in the Indian Women's National Team". All India Football Federation. 6 February 2016. Retrieved 18 February 2017.
- ↑ ୨.୦ ୨.୧ "Eugenson Lyngdoh voted '2015 AIFF Player of the Year'". All India Football Federation. 20 December 2015. Retrieved 18 February 2017.
- ↑ "Pyari Xaxa profile". orisports,com. Archived from the original on 18 February 2017. Retrieved 18 February 2017.
- ↑ "Eastern Sporting Union win inaugural Indian Women's League". ESPN. espn.in. 14 February 2017. Retrieved 18 February 2017.