ପୋର୍ଟାଲ ଆଲୋଚନା:ବୈଷୟିକ ବିଜ୍ଞାନ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ପୋର୍ଟାଲ ଟିକୁ ଉଇକିଡାଟାରେ କେଉଁ ଲିଙ୍କ ସହ ଯୋଡିବା ଠିକ ହେବ ।--ଶିତିକଣ୍ଠ (ଆଲୋଚନା) ୨୦:୧୬, ୨୪ ଡିସେମ୍ବର ୨୦୧୩ (UTC)

ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାକୁ ଓଡ଼ିଆ ଉଇକିରୁ ଇଂରାଜୀ ଉଇକିର w:en:portal:technology ସହ ଯୋଡି ଦିଆ ଯାଇଛି । କିନ୍ତୁ ଇଂରାଜୀ ଉଇକିରୁ ଦେଖିଲେ ଏହା ଉଭୟ w:en:portal:technology ଏବଂ w:en:portal:engineering ସହ ଯୋଡା ଯାଇଛି । ପରେ ଅଧିକ ଲେଖା ତିଆରି ହେଲେ ପୋର୍ଟାଲ ଅଲଗା କରାଯିବ । ଯଦି ଆପଣଙ୍କର କିଛି ଗଠନ ମୂଳକ ମନ୍ତବ୍ୟ ଥାଏ ତେବେ ଏହି ଆଲୋଚନା ପୃଷ୍ଠାରେ ଜାଣନ୍ତୁ ।--ଶିତିକଣ୍ଠ (ଆଲୋଚନା) ୧୨:୦୮, ୨୫ ଡିସେମ୍ବର ୨୦୧୩ (UTC)