ପୋରବନ୍ଦର ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
ପୋରବନ୍ଦର ବିମାନ ବନ୍ଦର
પોરબંદર એરપોર્ટ
Pōrabandara ērapōrṭa
Terminal Building at Porbandar Airport
IATA: PBDICAO: VAPR
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ସେବା Porbandar
ଉଚ୍ଚତା (ସମୁଦ୍ର ଠାରୁ) 17 ft / 7 m
ଦିଗବାରେଣି 21°38′55″N 069°39′26″E / 21.64861°N 69.65722°E / 21.64861; 69.65722
ବେବସାଇଟ www.airportsindia.org.in
Map
PBD is located in Gujarat
PBD
PBD
PBD is located in India
PBD
PBD
Location of airport in India
ରନବେ
ଦିଗ ଲମ୍ବ ଭୂମି
ft m
09/27 4,500 1,372 Asphalt

ପୋରବନ୍ଦର ବିମାନ ବନ୍ଦର (IATA: PBDICAO: VAPR) ବ୍ଭାରତୀୟ ରାଜ୍ୟ ଗୁଜରାଟର ପୋରବନ୍ଦରଠାରେ ଅବସ୍ଥିତ । ଏହା ବେସାମରିକ ବିମାନ ଚାଳନା ସହ ଏଠାରେ ଏକ ସାମରିକ ବିମାନ ଉଡାଣ ବ୍ୟବସ୍ଥା ଭାରତୀୟ ନୌସେନା ବାହିନୀର ରହିଛି । ଏଠାରୁ ସୀମା ସୁରକ୍ଷ୍ୟା ବାହିନୀର ବିମାନ ମଧ୍ୟ ପରିଚାଳିତ ହେଇଥାଏ । ଏଠାରେ ନୂତନ ଟର୍ମିନାଲ 2008 ମସିହାରେ ନିର୍ମିତ ହେଇଥିଲା । [୧]

ନିର୍ମାଣ [ସମ୍ପାଦନା]

ଏଠାରେ 278.32  ଏକର ପରିମିତ ସ୍ଥାନରେ ଏୟାର ଫିଲ୍ଡ ରହିବା ସହ ଏହାର ରାନୱେର ଦୈର୍ଘ୍ୟ 4500 ଫୁଟ । ଏଠାରେ 2ATR72 ଶ୍ରେଣୀର ବିମାନ ରହିବାର ବ୍ୟବସ୍ଥା ରହିଛି । ଏଠାରେ ନୂତନ ଟର୍ମିନାଲ 4000  ବର୍ଗମିଟର ସ୍ଥାନରେ ନିର୍ମିତ । 6ଟି କାଉଣ୍ଟର ସହ 100 ଜଣ ପାସେଞ୍ଜରଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । [୧]

ସାମରିକ ପ୍ରାନ୍ତର [ସମ୍ପାଦନା]

ଏଠାରେ ନୌସେନା ବାହିନୀର ଚାଳକ ବିହୀନ ବିମାନ (UAV) ସ୍କୋୟାଡ INAS343  ପାଇଁ ବେସ 2011 ମସିହାରୁ ରହିଛି । ଏହା ଭାରତୀୟ ନୌସେନାର ପ୍ରଥମ ବେସ । ଏଠାରେ ତାହାର ପରିଚାଳନା ସହ ଟ୍ରେନିଂ ପାଇଁ ପ୍ରତିଷ୍ଠାନ ରହିଛି । [୨]

କୋଷ୍ଟ ଗର୍ଦର ମଧ୍ୟ ଏଠାରେ ବିମାନ ଏଙ୍କ୍ଲାଭ ରହିଛି । ଏଠାରେ ତାହାର ସଂଗ୍ରହ ସହ  ପରିଚାଳନା ବ୍ୟବସ୍ଥା 2008 ମସିହାରୁ ରହିଛି ।[୩] ଏଠାରେ ଦୋରନିଅର ଓ 850 ସ୍ୱାର୍ଡରନ  ରହିବା ସହ ହେଲିକେପ୍ଟର ମାନ ମଧ୍ୟ ରହିଛି । [୪]

ଆଧାର [ସମ୍ପାଦନା]