ପାଇ

ଉଇକିପିଡ଼ିଆ ରୁ
ଏହି ଲେଖାଟି  π ସଂଖ୍ୟା ବାବଦରେ । ଗ୍ରୀକ ଅକ୍ଷର, ପାଇ (ଅକ୍ଷର) ପ୍ରସଙ୍ଗଟି ଦେଖନ୍ତୁ ।

π (ପାଇ) ସଂଖ୍ୟାଟି ହେଉଛି ଏକ ଗାଣିତିକ ସ୍ଥିରାଙ୍କ, ଏକ ବୃତ୍ତର ପରିଧି ସହ ବ୍ୟାସର ଅନୁପାତକୁ ବୁଝାଏ । ଏହାର ମୂଲ୍ୟ ପାଖାପାଖି ୩.୧୪୧୫୯ ଅଟେ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରୁ ଏହାକୁ ଗ୍ରୀକ ଅକ୍ଷର π ସୁଚା ଯାଇଆସୁଅଛି, ଯଦିଓ ବେଳେବେଳେ ଏହାକୁ "ପାଇ" ( /p/) ବୋଲି ଉଚ୍ଚାରଣ କରାଯାଇଥାଏ ।[୧]

ବୃତ୍ତର ଆକୃତି ଯେତେ ବଡ ବା ସାନ ହେଉପଛେ ଉଭୟ ଯୁକ୍ତିମୂଳକ ଓ ପରୀକ୍ଷାମୂଳକ ଭାବରେ ପ୍ରମାଣ କରାଯାଇଛି ଯେ, ଯେକୌଣସି ବୃତ୍ତର ସର୍ବଦା ପରିଧି/ବ୍ୟାସ = ଏକ ଧ୍ରୁବାଙ୍କ । ଏହି ଧୃବାଙ୍କକୁ ଗ୍ରୀକ୍ ଅକ୍ଷର ପାଇ ନାମରେ ଅବିହିତ କରାଯାଇଛି । ଏହା ହେଉଛି ପାଇର ଅସରନ୍ତି ଦଶମିକ ସଂଖ୍ୟା ୩.୧୪୧୫୯୨...... ଯାହାକି ୧୭୦୬ ମସେହାରେ ଗଣିତଙ୍କ ଉଇଲିୟମ୍ ଜୋନସ୍ ଦର୍ଶାଇ ଥିଲେ । ୧୭୬୧ ମସିହାରେ ଗଣିତଙ୍କ ଲାମ୍ବବେର୍ଟ ପ୍ରମାଣ କରିଥିଲେ ଯେ, ପାଇ ଏକ ଅପରିମେୟ ସଂଖ୍ୟା । ଏହି ସଂଖ୍ୟାର ନିରୁପଣ କରିବା ପାଇଁ ୨୫୦୦ ବର୍ଷ ହେଲା ଚେଷ୍ଟା ହୋଇ ଆସୁଅଛି । ଗ୍ରୀକ୍ ଗଣିତଜ୍ଞ ଆର୍କିମେଡିସ୍‌ଙ୍କ ଅନୁଯାୟୀ ପାଇର ଆସନ୍ନମାନ 22/7 ସାମାନ୍ୟ ଅଧିକ ଅଟେ । ପାଇର ପ୍ରକୃତ ମାନଠାରୁ ଉପରକ୍ତ ଆସନ୍ନମାନ 22/7 ସାମାନ୍ୟ ଅଧିକ ଅଟେ ।

ପାଇର ମାନ ନିର୍ଣ୍ଣୟ କରିବାର ପ୍ରଣାଳୀ[ସମ୍ପାଦନା]

ପାଇର ଆସନ୍ନମାନ ଉଭୟ ଜ୍ୟାମିତିକ ଓ ବିଶ୍ଳେଷଣାତ୍ମକ ପଦ୍ଦତିରେ ନିର୍ଣ୍ଣୟ କରାଯାଏ । ବର୍ତ୍ତମାନ ଆମେ ଜ୍ୟାମିତିକ ପ୍ରଣାଳୀରେ ପାଇର ମାନ ନିର୍ଣ୍ଣୟ କରିବା ।

ଚିତ୍ତ୍ରରେ ABCD ବୃତ୍ତରେ ବହିଲିଖିତ ବର୍ଗକ୍ଷେତ୍ର ଓ PQRS ଅନ୍ତର୍ଲିଖିତ ବର୍ଗକ୍ଷେତ୍ର । O, ବୃତର କେନ୍ଦ୍ର ଏବଂ ବ୍ୟାସ = PR = QS = d । ABCD ବର୍ଗକ୍ଷେତ୍ରର ପରିସୀମା = 4d

ନାମ[ସମ୍ପାଦନା]

ସଂଜ୍ଞା[ସମ୍ପାଦନା]

A diagram of a circle, with the width labeled as diameter, and the perimeter labeled as circumference
ଏକ ବୃତ୍ତର ପରିଧି ସହ ବ୍ୟାସର ଅନୁପାତକୁ ଯେଉଁ ଗାଣିତିକ ସ୍ଥିରାଙ୍କ ବୁଝାଏ, ତାକୁ π କୁହାଯାଏ.

ଧର୍ମ[ସମ୍ପାଦନା]

ଇତିହାସ[ସମ୍ପାଦନା]

ବ୍ୟବହାର[ସମ୍ପାଦନା]

ଗଣିତ ବହିର୍ଭୂତ ବ୍ୟବହାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "pi". Dictionary.reference.com. 2 March 1993. http://dictionary.reference.com/browse/pi?s=t. Retrieved 18 June 2012. 

ବାହାର ଲିଙ୍କ[ସମ୍ପାଦନା]