ଦୂର ଦିଗନ୍ତ

ଉଇକିପିଡ଼ିଆ‌ରୁ
ଦୂର ଦିଗନ୍ତ
ନିର୍ଦ୍ଦେଶକଶାନ୍ତନୁ ମିଶ୍ର
କଳାକାରଅଶ୍ରୁମୋଚନ ମହାନ୍ତି
ପୃଥ୍ୱୀରାଜ ମିଶ୍ର
ବୀଣା ସିଂହ
ଜୟା ବି.
ସମ୍ପାଦକଗଦାଧର ପୂର୍ତ୍ତି
ମୁକ୍ତିଲାଭ ତାରିଖ
୨୩ ମଇ ୧୯୯୧[୧]
ଦେଶ ଭାରତ
ଭାଷାଓଡ଼ିଆ

ଦୂର ଦିଗନ୍ତ, ୧୯୯୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମିଶ୍ର ।[୨] ଏହି ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶକ ଶାନ୍ତନୁ ମିଶ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୩]

ଅଶ୍ରୁମୋଚନ ମହାନ୍ତି, ପୃଥ୍ୱୀରାଜ ମିଶ୍ର, ବୀଣା ସିଂହ, ଜୟା ବି. ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଦୂର ଦିଗନ୍ତ". CINE Critics. Retrieved 9 July 2018.[permanent dead link]
  2. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 70–. ISBN 978-1-136-77284-9.
  3. http://odishatv.in/odisha/odia-film-director-shantanu-mishra-no-more-33425[permanent dead link]
  4. Orissa reference: glimpses of Orissa. TechnoCAD Systems. 2001.

ବାହାର ଆଧାର[ସମ୍ପାଦନା]