ଦି ଟାଇମସ୍ ଗ୍ରୁପ୍

ଉଇକିପିଡ଼ିଆ‌ରୁ
ଦି ଟାଇମସ୍ ଗ୍ରୁପ୍
ପ୍ରକାରPrivate
ଶିଳ୍ପMedia & Entertainment
ପ୍ରତିଷ୍ଠିତ ସ୍ଥାନ4 ନଭେମ୍ବର 1838 (185 years ago) (1838-୧୧-04)
ପ୍ରତିଷ୍ଠାତାThomas Jewell Bennett Edit this on Wikidata
ମୁଖ୍ୟ କାର୍ଯ୍ୟାଳୟନୂଆଦିଲ୍ଲୀ, ଭାରତ
ପ୍ରମୁଖ ବ୍ୟକ୍ତି
ଇନ୍ଦୁ ଜୈନ
(Chairperson)
ସମୀର ଜୈନ
(Vice-Chairman)
ବିନୀତ ଜୈନ
(Managing Director)
ରାଜ ଜୈନ
(Chief Executive Officer)
୧୮,୦୦,୦୦,୦୦୦ (୨୦୧୬) Edit this on Wikidata
Number of employees
11,000 (2014)[୧]
ମୂଳ ସଂସ୍ଥାବେନେଟ୍ କୋଲେମାନ୍ ଏଣ୍ଡ୍ କୋ. ଲିମିଟେଡ଼୍

ଦି ଟାଇମସ୍ ଗ୍ରୁପ୍, ମାର୍ଚ୍ଚ ୨୦୧୫ ଅନୁସାରେ ଫାଇନାନସିଆଲ୍ ଟାଇମସ୍[୨] ଏହାର ଫ୍ଲାଗସିପ୍ କମ୍ପାନୀ ବେନେଟ୍, କୋଲେମନ୍ ଓ କମ୍ପାନୀ ଲିମିଟେଡ୍ (ବି ସି ସି ଏଲ୍) ସହ, ଭାରତର ସର୍ବବୃହତ୍ ଗଣମାଧ୍ୟମ । ମେ ୨୦୧୪ରେ ଦି ଅଡିଟ୍ ବ୍ୟୁରୋ ଅଫ୍ ସରକୁଲେସନ୍ ଉପସ୍ଥାପନ କଲା ଯେ, ଦି ଟାଇମସ୍ ଗ୍ରୁପ୍, ପୃଥିବୀରେ ଯେ କୌଣସି ଇଂରାଜୀ ଭାଷାର ଖବରକାଗଜ ମଧ୍ୟରେ ସର୍ବବୃହତ୍ ବଣ୍ଟନକାରୀ ଖବରକାଗଜ, ଯାହାର ହାରାହାରି ବିକ୍ରୟ ୩,୩୨୧,୭୦୨ ।[୨][୩] ଏହି କମ୍ପାନୀ ଏକ ପାରିବାରିକ ମାଲିକାନା ବ୍ୟବସାୟ ଭାବେ ରହିଥିଲା, କାରଣ ସାହୁ ଜୈନଙ୍କ ଉତ୍ତରାଧୀକାରୀଙ୍କର ଏକ ବୃହତ୍ ଭାଗିଦାରୀ ଏଥିରେ ଥିଲା । ଦି ଟାଇମସ୍ ଗ୍ରୁପର ୧୧,୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଅଛନ୍ତି ଓ ଏହାର ଆୟ $୧।୫ରୁ ଉର୍ଦ୍ଧ୍ୱ ।[୧]

ଇତିହାସ[ସମ୍ପାଦନା]

ଛାଞ୍ଚ:Prose ୧୮୩୮: ୩ ନଭେମ୍ବର ୧୮୩୮ରେ ଏହାର ପ୍ରଥମ ସଂସ୍କରଣ, ଦି ବମ୍ବେ ଟାଇମସ୍ ଏଣ୍ଡ୍ ଜର୍ଣ୍ଣାଲ୍ ଅଫ୍ କମର୍ସର ଅର୍ଦ୍ଧ ସାପ୍ତାହୀକ ସଂସ୍କରଣ ରୂପେ, ଜଣେ ମରାଠୀ ସଂସ୍କାରକ ରାଓବାହାଦୁର ନାରାୟଣ ଦୀନାନାଥ ଭେଲକାରଙ୍କଦ୍ୱାରା ପ୍ରକାଶ ପାଇଲା । ଏହି ଖବରକାଗଜଟି ସପ୍ତାହକୁ ଦୁଇ ଥର (ଶନିବାର ଓ ବୁଧବାର), ସମ୍ପାଦକ ଜେ ଇ ବ୍ରେନାନଙ୍କ ତତ୍ତ୍ୱାବଧାନରେ ପ୍ରକାଶ ପାଇଲା । ଏହା ମୁଖ୍ୟତଃ ଏକ ସ୍ଥାନୀୟ ଖବରକାଗଜ ରୂପେ ବମ୍ବେର ବ୍ୟବସାୟିକ ସଂସ୍ଥାର ଖବର ପ୍ରକାଶ କରୁଥିଲା ।[୪]

୧୮୪୦-୧୮୫୭: ଏହି ଖବରକାଗଜର ସମ୍ପାଦକ ପରିବର୍ତ୍ତନ ହେଲେ । ଜର୍ଜ ବୁଇଷ୍ଟ ଜର୍ଜ ବୁଇଷ୍ଟ ୧୮୪୦- ୧୮୫୭ ମସିହା ପର୍ଯ୍ୟନ୍ତ ଏହାର ସମ୍ପାଦକ ହେଲେ ।[୫]


ଆଧାର[ସମ୍ପାଦନା]

  1. ୧.୦ ୧.୧ "Times Group may go for an IPO 'in the long run'". Business Standard. 6 October 2012.
  2. ୨.୦ ୨.୧ James Crabtree, Mumbai (23 March 2015). "Uber in tie-up with Times of India digital arm". Financial Times. Retrieved 24 March 2015.
  3. "Details of most circulated publications for the audit period July - December 2013". Audit Bureau of Circulations. 21 May 2014. Retrieved 24 March 2015.
  4. About Us zOOm Archived ୨୦ ଜୁଲାଇ ୨୦୦୮ at the Wayback Machine
  5. The Journal of the Royal Geographic Society of London, Volume 21 By Royal Geographical Society of Great Britain.