ଦନ୍ତ କ୍ଷୟ

ଉଇକିପିଡ଼ିଆ ରୁ
ଦନ୍ତ କ୍ଷୟ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

Destruction of a tooth by cervical decay from dental caries. This type of decay is also known as root decay.
ICD-10 K02.
ICD-9 521.0
ରୋଗ ଡାଟାବେସ 29357
MedlinePlus 001055

ପ୍ରତିଶବ୍ଦ - ଦନ୍ତ କ୍ଷୟ, ଦାନ୍ତ ପୋକ ଖାଇବା, ପୋକ ଖିଆ ଦାନ୍ତ ଦନ୍ତ କ୍ଷୟ ଏକ ଜୀବାଣୁ ଜନିତ ରୋଗ । ଦାନ୍ତ ସନ୍ଧିରେ ଥିବା ଖାଦ୍ୟକୁ ଜୀବାଣୁ ପଚେଇ(Fermentation) ଦେଇ ଏସିଡ ପ୍ରସ୍ତୁତ କରନ୍ତି ଯାହା ଦାନ୍ତର ଏନାମେଲ, ଡେନ୍ଟିନ ଓ ସିମେଣ୍ଟମରେ ଥିବା ମେନେରାଲକୁ ନଷ୍ଟ କରି କଠିନ ଅଂଶକୁ କ୍ଷୟ କରିଦିଏ[୧] । ଏହି ଡିମିନେରାଲାଜେସନ ଯଦି ମିନେରାଲାଇଜେସନ ପଦ୍ଧତିକୁ ବଳି ଯାଏ, ତେବେ ଦାନ୍ତର କଠିନ ଅଂଶ କ୍ଷୟ ହୋଇ ଗାତ ହୋଇଯାଏ । ରିମିନେରାଇଜ କରିବାରେ ଲାଳ, କ୍ୟଲସିୟମ ଓ ଫ୍ଲୋରାଇଡ ପେସ୍ଟ ସାହାଯ୍ୟ କରେ । ସାରା ପୃଥିବୀରେ ଏହା ଏକ ସାଧାରଣ ରୋଗ । ଦାନ୍ତର ଏହି ରୋଗ ସମ୍ବନ୍ଧୀୟ ପାଠକୁ କ୍ୟାରିଓଲୋଜି (Cariology) କୁହାଯାଏ ।
କ୍ଷୟ ହୋଇଥିବା ଦାନ୍ତର ଅଂଶକୁ ପ୍ରାକୃତିକ ଉପାୟରେ ଭରଣା କରିହୁଏ ନାହିଁ । କ୍ଷୟ ପରିମାଣ ଅନୁସାରେ ବିଭିନ୍ନ ପଦ୍ଧତି ସାହାଯ୍ୟରେ କୃତ୍ରିମ ପଦାର୍ଥ ଦ୍ଵାରା ଭରଣା କରାଯାଇ ଦାନ୍ତ ଗଠନ, କାମ ଓ ସୌନ୍ଦର୍ଯା କାଏମ ରଖିବାକୁ ଚେଷ୍ଟା କରାଯାଏ । ଦାନ୍ତ ଚିକିତ୍ସା ଅପେକ୍ଷା କିପରି ଦାନ୍ତ ନଷ୍ଟ ନ ହେବ ସେଥି ନିମନ୍ତେ ଉପଦେଶ ଦିଆଯାଏ । ପାଟିର ସ୍ଵାସ୍ଥ୍ୟ ରକ୍ଷା, ଖାଦ୍ୟ ପରିବର୍ତ୍ତନ ଦ୍ଵାରା ଏହି କ୍ଷୟକୁ ରୋକି ହୁଏ[୨] । ଚିହ୍ନ ଓ ଲକ୍ଷଣ ରୋଗ ନିର୍ଣ୍ଣୟ ପ୍ରତିଷେଧ ଆଧାର

  1. ଛାଞ୍ଚ:MedlinePlusEncyclopedia
  2. Oral Health Topics: Cleaning your teeth and gums. Hosted on the American Dental Association website. Page accessed August 15, 2006.