ଥିୟୋଗ, ସିମଳା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଥିଯୋଗ
ठियोग
Town
Country India
StateHimachal Pradesh
DistrictShimla
Government
 • SDMManoj Chauhan (HAS)
Elevation
1,965 m (6,447 ft)
Population
 (2010)
 • Total୭,୭୧୪
Languages
Time zoneUTC+5:30 (IST)
PIN
171201
Telephone code91 1783 xxxxxx
ଯାନବାହାନ ପଞ୍ଚୀକରଣHP-09
Theog in Winters
Theog Town

ଥିୟୋଗ, ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଏକ ସହର ଓ ମୁନିସିପାଲ । 

ଜନସଂଖ୍ୟା  [ସମ୍ପାଦନା]

 .ଥିୟୋଗ  ର ଜନସଂଖ୍ୟା 2011 ଜନଗଣନା ଅନୁସାରେ 7714 ରହିଥିଲା । [୧]ଏହା ମଧ୍ୟରୁ ପୁରୁଷ ସଂଖ୍ୟା 57%  ଥିବା ବେଳେ ମହିଳା ସଂଖ୍ୟା 43%ରହିଥିଲା । 6 ବର୍ଷରୁ କମ ସଂଖ୍ୟା ଏଠାରେ 12 % ଥିଲା । ରାଇକିଆର ସାକ୍ଷ୍ୟରତା ହାର 80% ରହିଥିଲା ଯାହା ଜାତୀୟ ହାର  ହାରଠାରୁ ଅଧିକ ।

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଥିୟୋଗର ଭୌଗୋଳିକ ଅବସ୍ଥିତି  31°07′N 77°21′E / 31.12°N 77.35°E / 31.12; 77.35.[୧] ଏହା ସମୁଦ୍ରପତ୍ତାନଠାରୁ 1965 ମିଟର ଉପରେ ରହିଛି । ଏହା ଜାତୀୟ ରାଜପଥ 22ରେ ଅବସ୍ଥିତ । ଏହି ରାଜପଥକୁ ହିନ୍ଦୁସ୍ଥାନ -ତିବତ ରୋଡ କୁହାଯାଇଥାଏ । ଏହା ଶିମଳାଠାରୁ 32 କିଲୋମିଟର ଦୁରବର୍ତୀ ଓ ଏଠାରେ 5ଟି ଘାଟ , ରାହି ଘାଟ , ଦେଓରି ଘାଟ , ପ୍ରେମ ଘାଟ , ଜନୋଘାଟ ଓ ବଗାଘଟ ରହିଛି । 

Theog Landscape in winter

There are many villages which come under the jurisdiction of Theog.

ଅଧିବାସୀ [ସମ୍ପାଦନା]

  ଏଠାକାର ମୁଖ୍ୟ ଭାଡା ପହରୀ ଓ ହିନ୍ଦୀ । ଏହାର ଅଧିବାସୀମାନେ ମୁଖ୍ଯତଃ ଚାଷ ଉପରେ ନିର୍ଭରଶୀଳ ॰ 

Profile[ସମ୍ପାଦନା]

As of Census of India 2001[୨]


ପୁନଶ୍ଚ ଦେଖଣା [ସମ୍ପାଦନା]

  • Theog (Vidhan Sabha constituency)

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]