ଢେଙ୍କାନାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

'ଢେଙ୍କାନାଳ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ଢେଙ୍କାନାଳ
  2. ହିନ୍ଦୋଳ
  3. କାମାକ୍ଷାନଗର
  4. ପର୍ଜଙ୍ଗ
  5. ପାଲଲହଡ଼ା
  6. ତାଳଚେର
  7. ଅନୁଗୋଳ

ସାଂସଦ[ସମ୍ପାଦନା]

  • ୧୯୭୭: ଦେବେନ୍ଦ୍ର ଶତପଥୀ (ଭାରତୀୟ ଲୋକ ଦଳ)
  • ୧୯୭୭: ଦେବେନ୍ଦ୍ର ଶତପଥୀ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୬୭: କାମାକ୍ଷା ପ୍ରସାଦ ସିଂଦେଓ (ସ୍ୱତନ୍ତ୍ର ପାର୍ଟି)

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Seats of Odisha
  2. Assembly Constituencies and their Extent
  3. "General Election 2019 - Election Commission of India". results.eci.gov.in. Retrieved 2019-06-14.