ଛୁଞ୍ଚି

ଉଇକିପିଡ଼ିଆ ରୁ
ହାତ ସିଲେଇ ଛୁଞ୍ଚି
ତିବ୍ଦତୀୟ ଛୁଞ୍ଚି ଧାରକ
ଛୁଞ୍ଚିର ରନ୍ଧ୍ର
ଛୁଞ୍ଚିର ଧାତବ ଧାରକ

ଛୁଞ୍ଚି କହିଲେ ସାଧାରଣତଃ ଆମେ ସିଲେଇ ଛୁଞ୍ଚି ବୁଝୁ । ଏହା ଏକ ଲମ୍ବା, ଗୋଜିଆ, ପଛରେ ରନ୍ଧ୍ର ଥିବା ଉପକରଣ । ପୂର୍ବେ ଛୁଞ୍ଚି ହାଡ଼ କିମ୍ବା କାଠରେ ତିଆରି କରାଯାଉଥିଲା । ଆଧୁନିକ ଛୁଞ୍ଚି ସାଧାରଣତଃ ଇସ୍ପାତ୍‌ରେ ନିକେଲ୍‌ କିମ୍ବା ସୁନା ଲେପ ଦେଇ ତିଆରି ହୋଇଥାଏ ।[୧] ଛୁଞ୍ଚିକୁ ସୁବିଧା ପାଇଁ ଏକ ଧାରକରେ ରଖାଯାଏ । .[୨]


ଆଧାର[ସମ୍ପାଦନା]