ଚତୁର୍ଭୁଜ

ଉଇକିପିଡ଼ିଆ ରୁ
ଏହି ଲେଖାଟି ଜ୍ୟାମିତିକି ଆକାର ବାବଦରେ । ବାକିସବୁ ପାଇଁ, ଚତୁର୍ଭୁଜ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
Quadrilateral
Six Quadrilaterals.svg
Six different types of quadrilaterals
Edges and vertices 4
Schläfli symbol {4} (for square)
Area various methods;
see below
Internal angle (degrees) 90° (for square and rectangle)

ଯୁକ୍ଲିଡୀୟ ଜ୍ୟାମିତି ଅନୁସାରେ ଚତୁର୍ଭୁଜ ହେଉଛି, ଚାରି 'ବାହୁ' ଓ ଚାରି 'କୋଣ' ଥିବା ଏକ ବହୁଭୂଜ । ଏହା ସରଳ (କୌଣସି ବାହୁ ପରସ୍ପରକୁ ଛେଦ କରିନଥାନ୍ତି) କିମ୍ବା ଜଟିଳ (କୌଣସି ଦୁଇ ବାହୁ ପରସ୍ପରକୁ ଛେଦ କରିଥାନ୍ତି) ହେଇପାରେ । ସରଳ ଚତୁର୍ଭୁଜ, ଉତ୍ତଳ କିମ୍ବା ଅବତଳ ହେଇପାରେ ।

ଏହାର ଚାରି କୋଣର ସମଷ୍ଟି: \angle A+\angle B+\angle C+\angle D=360^{\circ}.

ଉତ୍ତଳ ଚତୁର୍ଭୁଜ[ସମ୍ପାଦନା]

ଅବତଳ ଚତୁର୍ଭୁଜ[ସମ୍ପାଦନା]

ଗାଣିତିକ ସମାଧାନ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]