ଚଉଦୟଦାନପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Chaudayyadanapur
Chaudadanapur
town
Country India
StateKarnataka
DistrictHaveri
Languages
Time zoneUTC+5:30 (IST)
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA-27
Nearest cityRanebennur
Websitekarnataka.gov.in

ଚଉଦୟଦାନପୁର,  ଭାରତୀୟ ରାଜ୍ୟ କରଣାତକର ହାଭରି ଜିଲ୍ଲାର ରାନେବେଣୁର ତାଲୁକ ଅଞ୍ଚଳରେ ଥିବା ଏକ ଗ୍ରାମ । ଏଠାରେ ଥିବା ମୁକ୍ତେଶ୍ୱର ମନ୍ଦିର ଭାରତୀୟ ଧର୍ମ , ସଂସ୍କୃତି ଓ କାବ୍ଯ କବିତା ସମସ୍ତଙ୍କୁ ଉତ୍ତମ ଭାବରେ ପ୍ରତିପାଦିତ କରିବା ଭଳି ସ୍ଥାପତ୍ୟ କଳା ସହ ରହିଛି । [୧]  

ପରିଚିତି [ସମ୍ପାଦନା]

ବ୍ଭାରତୀୟ ସଂସ୍କୃତିକୁ ଉତ୍ତର କରଣତକର ବହୁମୂଲ୍ୟ ଅବଦାନ ସବୁ କାଳରେ ରହିଥିଲା । ଏହା ପରେ ଅବସକୃତ ହେଇଥିବା ଖାନରୁ ଜଣା ପଡିଥାଏ ।  

.ଚଉଦୟଦାନପୁରର ପ୍ରାଚୀନ ନାମ ଶିବପୁର ଥିଲା । ଦ୍ୱାଦଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ବାସଭେଶ୍ୱର ଏହି ଗ୍ରାମକୁ ଅମ୍ବିଗରା ଚୌଦଯ୍ଯ ନାମକ ଜଣେ ଦଙ୍ଗାଚାଳକଙ୍କୁ ଦାନ ସୂତ୍ରରେ ପ୍ରଦାନ କରିଥିଲେ । ତାହା ପରେ ଏହାର ନାମ ଚୌଦଦାନପୁର ହେଲା । [୨] 

ଏଠାରେ ଥିବା ମୁକ୍ତେଶ୍ୱର ମନ୍ଦିର  କୁ ଭାରତୀୟ କଳା ଓ ସଂସ୍କୃତିର ଏକ ଚରମ ନିଦର୍ଶନ କୁହାଯାଇପାରେ । .[୩]

ମୁକ୍ତେଶ୍ୱର ମନ୍ଦିର [ସମ୍ପାଦନା]

ଚଉଦୟଦାନପୁରର ମୁକ୍ତେଶ୍ୱର ମନ୍ଦିର 


History[ସମ୍ପାଦନା]

Chaudayyadanapur Mukteshwar temple, Haveri District, Karnataka
ପ୍ରାଚୀନ ସିଲାଲେଖ ,ଚଉଦୟଦାନପୁର ମନ୍ଦିରରେ  
ଚଉଦୟଦାନପୁର ନିକଟରେ ଥିବା ଭଗ୍ନ ଅବସ୍ଥାକୁ ଆସି ଯାଇଥିବା ନରସିଂହ ମନ୍ଦିର 

ଏହା ନିକଟରେ ଥିବା ନରସିଂହ ମନ୍ଦିରର ପୁନରୁଦ୍ଧାର  ନିତାନ୍ତ ଆବଶ୍ୟକ । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Temple of Mukteswar at Caudadanapur: A Little-Known 12th-13th Century Temple in Dharwar District, Karnataka". Retrieved 2008-10-27.
  2. "Chaudadanapur". Retrieved 2009-05-04.
  3. "The Temple of Mukteshwar at Cauudenapur". Retrieved 2008-10-27.

ବାହାର ଲିଙ୍କ [ସମ୍ପାଦନା]