ଗୋରଖପୁର ମୁମ୍ବାଇ ଜନସାଧାରଣ ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ

ଗୋରଖପୁର ମୁମ୍ବାଇ ଜନସାଧାରଣ ଏକ୍ସପ୍ରେସ, ଏକ ସାପ୍ତାହିକି ଟ୍ରେନ । ଏହା ଭାରତୀୟ ରେଳ ବିଭାଗଦ୍ୱାରା ଗୋରଖପୁର ଜଙ୍କସନରୁ ମୁମ୍ବାଇ CST ବା ଛତ୍ରପତି ଶିବାଜି ଟର୍ମିନସ ଯାଇ ଚାଲିଥାଏ । ଏହା ରେଳବାଇର ଉତ୍ତର ପୂର୍ବ ଡିଭିଜନଦ୍ୱାରା ପରିଚାଳିତ ହୁଏ । ଏହା ତାହାର ଗନ୍ତବ୍ୟସ୍ଥଳ ପହଞ୍ଚିବାକୁ ୨୭ ଘଣ୍ଟା ନିଏ । 

କୋଚ ବ୍ୟବସ୍ଥା [ସମ୍ପାଦନା]

ସାଧାରଣତଃ ଏଥିରେ ୧୫ଟି ପାସେଞ୍ଜର କୋଚ ଲାଗୁଥିଲେ ମଧ୍ୟ ଭିଡ ସମୟରେ ଅଧିକ କୋଚର ବ୍ୟବସ୍ଥା ଥାଏ । 

ସେବା [ସମ୍ପାଦନା]

ଗତିପଥ ଓ ରହଣି [ସମ୍ପାଦନା]

ଏହି ଟ୍ରେନ ଲକ୍ଷ୍ନୋ , କାନପୁର , ଝାଁସୀ ,ଇତାରସି  ନାସିକ , କଲ୍ୟାଣ ପରି ମୁଖ୍ୟ ଷ୍ଟେସନ ଦେଇ ମୁମ୍ବାଇ ପହଞ୍ଚିଥାଏ । 

ଆଧାର [ସମ୍ପାଦନା]