ଗେଫିଟିନିବ

ଉଇକିପିଡ଼ିଆ‌ରୁ
<span title="International nonproprietary name (INN): <nowiki>Mr. Ibrahem/Gefitinib</nowiki>">Mr. Ibrahem/Gefitinib
Clinical data
Pronunciation /ɡɛˈfɪtɪnɪb/
Trade names Iressa, others
Other names ZD1839
AHFS/Drugs.com Monograph
MedlinePlus a607002
License data
• <abbr class="country-name" title="<nowiki>European Union</nowiki>">EU EMA: by INN[permanent dead link]
• <abbr class="country-name" title="<nowiki>United States</nowiki>">US DailyMed: Gefitinib
Pregnancy

category
• <abbr class="country-name" title="<nowiki>Australia</nowiki>">AU: C
Routes of

administration By mouth
Drug class Tyrosine kinase inhibitor (EGFR inhibitor)
Legal status
Legal status
• <abbr class="country-name" title="<nowiki>Australia</nowiki>">AU: S4 (Prescription only)
• <abbr class="country-name" title="<nowiki>United Kingdom</nowiki>">UK: POM (Prescription only)
• <abbr class="country-name" title="<nowiki>United States</nowiki>">US: ℞-only
• <abbr class="country-name" title="<nowiki>European Union</nowiki>">EU: Rx-only
Pharmacokinetic data
Bioavailability 59% (by mouth)
Protein binding 90%
Metabolism Liver (mainly CYP3A4)
Elimination half-life 6–49 hours
Excretion Feces
Identifiers
IUPAC name
• N-(3-chloro-4-fluoro-phenyl)-7-methoxy-

6-(3-morpholin-4-ylpropoxy)quinazolin-4-amine
Chemical and physical data
Formula C22H24ClFN4O3
Molar mass 446.91 g·mol−1
3D model (JSmol)
SMILES
• C1COCCN1CCCOc2c(OC)cc3ncnc(c3c2)Nc4cc(Cl)c(F)cc4
InChI
• InChI=1S/C22H24ClFN4O3/c1-29-20-13-19-16(12-21(20)31-8-2-5-28-6-9-30-10-7-28)22(26-14-25-19)27-15-3-4-18(24)17(23)11-15/h3-4,11-14H,2,5-10H2,1H3,(H,25,26,27) checkY
• Key:XGALLCVXEZPNRQ-UHFFFAOYSA-N checkY
(verify)

ଗେଫିଟିନିବ, ଏକ ବେପାର ନାମ ଇରେସା, ହେଉଛି ଏକ ଔଷଧ ଯାହା ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ସେହି କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ଏପିଡର୍ମାଲ ବୃଦ୍ଧି ଫ୍ୟାକ୍ଟର ରିସେପ୍ଟରର କିଛି ପରିବର୍ତ୍ତନ ବା ମ୍ୟୁଟେସନ ହୋଇଥାଏ ।[୨] ଏହା ପାଟିରେ ଦିଆଯାଏ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାଶ, ତରଳ ଝାଡ଼ା, ବାନ୍ତି, ଅଇ, ଜ୍ୱର, ପାଟି ପ୍ରଦାହ, ଆଖି ସମସ୍ୟା, ଯକୃତ ସମସ୍ୟା ଏବଂ ବୃକ୍‌କ ସମସ୍ୟା ଦେଖାଯାଏ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟରସ୍ଟିସିଆଲ ଫୁସଫୁସ ରୋଗ ଏବଂ ବନ୍ଧ୍ୟାକରଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [୧] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଏବଂ ଇଜିଏଫଆର/EGFR ଇନହିବିଟର ।[୧]

ଆମେରିକାରେ ୨୦୦୩ ମସିହାରେ ଏବଂ ୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗେଫିଟିନିବ ଅନୁମୋଦିତ ହୋଇଥିଲା

[୧][୩] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଚିଠାରେ ଏହି ଔଷଧ ସ୍ଥାନ ପାଇଛି ଓ ଏହା ଏର୍ଲୋଟିନିବ ବଦଳରେ ବ୍ୟବ‌ହୃତ ହୋଇପାରେ ।[୪] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ଔଷଧର ଏକ ମାସ ପାଇଁ ଖର୍ଚ୍ଚ ପ୍ରାୟ ୨,୨୦୦ ପାଉଣ୍ଡ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮,୧୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Gefitinib Monograph for Professionals". Drugs.com. Archived from the original on 5 November 2021. Retrieved 3 December 2021.
2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1027. ISBN 978-0857114105.
3. "Iressa". Archived from the original on 5 November 2021. Retrieved 3 December 2021.
4. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
5. "Iressa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 May 2016. Retrieved 3 December 2021.