କ୍ଲେପ୍ଟୋମାନିଆ

ଉଇକିପିଡ଼ିଆ‌ରୁ
Kleptomania
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpsychiatry[*], ମନୋବିଜ୍ଞାନ
ଆଇସିଡ଼ି-୧୦F63.2
ଆଇସିଡ଼ି-୯-ସିଏମ୍312.32
MeSHD007174

କ୍ଳେପ୍ଟୋମାନିଆ: ନିଜର କୌଣସି ବ୍ୟକ୍ତିଗତ ବ୍ୟବହାର ବା ଅର୍ଥନୈତିକ ଲାଭ ନ ଥାଇ ଚୋରୀ କରିବାର ଅଦମନୀୟ ଇଚ୍ଛାକୁ କ୍ଳେପ୍ଟୋମାନିଆ କହନ୍ତି । ଏହି ରୋଗ ପ୍ରଥମେ ୧୮୧୬ ମସିହାରେ ବର୍ଣ୍ଣନା କରାଯାଇଥିଲା ଓ ମାନସିକ ବିକାର ବିଜ୍ଞାନରେ ଏହାକୁ ରିପୁ ପ୍ରଭାବ ଦମନ ଅନିୟମ (impulse control disorder) କୁହାଯାଏ[୧] । ପୁନଃପୌନିକ ଅନାହୁତ ଦଖଲ ଓ ଚୋରୀ କରିବାର ଅଦମନୀୟ ପ୍ରବୃତ୍ତିର ଚାପ ଚୋରୀ କରିବା ପରେ ଚାପ ମୁକ୍ତ ହେବା ଯୋଗୁ ଏହି ରୋଗ ଅବଶେଷିଭ ସ୍ପେକ୍ତ୍ରମ ଡିଜଅର୍ଡର ରୋଗ ସମ୍ଭାବନା ଥାଏ [୨]।ଅନେକ ସମୟରେ ଏହି ରୋଗ ସଠିକ ଭାବେ ନିର୍ଣ୍ଣୟ ହୋଇପାରେ ନାହିଁ ଓ ଅନ୍ୟାନ୍ୟ ମାନସିକ ରୋଗ ଯଥା ଉଦବେଗ, ମଦ୍ୟପାନର ଫଳ ହିସାବରେ ଭୁଲ କ୍ରମେ ନିର୍ଣ୍ଣୟ କରାଯାଏ । ଏହି କାରଣ ଯୋଗୁ ଏହି ରୋଗକୁ ଅନ୍ୟ ରୋଗ ଭଳି ଭୁଲରେ ଚିକିତ୍ସା କରାଯାଏ [୩]
ବିଗତ ଶହେ ବର୍ଷ ମଧ୍ୟରେ ଏହି ରୋଗର ମାନସିକ ଚିକିତ୍ସା ପରିବର୍ତ୍ତେ ଔଷଧ ଚିକିତ୍ସା କରାଯାଉଛି । ସିଲେକ୍ଟିଭ ସେରୋଟୋନିକ ରିଅପଟେକ ଇନହିବିଟର (selective serotonin reuptake inhibitors or SSRIs), ମୁଡଷ୍ଟାବିଲାଇଜର (mood stabilizers), ଆଣ୍ଟିଡିପ୍ରେସାଣ୍ଟ (antidepressants) ସହ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଦେବାରୁ ଭଲ ଉପକାର ମିଳୁଛି[୪]

ଆଧାର[ସମ୍ପାଦନା]

  1. Shulman, Terrence Daryl (2004). Something for Nothing: Shoplifting Addiction & Recovery. Haverford, PA: Infinity Publishing. ISBN 0741417790.
  2. Diagnostic and Statistical Manual of Mental Disorders IV. pp. 1211.
  3. Grant JE (2004). "Co-occurrence of personality disorders in persons with kleptomania: a preliminary investigation". Journal of the American Academy of Psychiatry and the Law. 32(4): 395–8. PMID 15704625.
  4. Aizer, A.; Lowengrub, K.; Dannon, P.N. (2004). "Kleptomania after head trauma: two case reports and the combination treatment strategies". Clinical Neuropharmacology 27(5): 211–5. PMID 15602100.