କାମଦା କିଙ୍କର ମୁଖାର୍ଜୀ

ଉଇକିପିଡ଼ିଆ‌ରୁ

କାମଦା କିଙ୍କର ମୁଖାର୍ଜୀ (ଜନ୍ମ: ୨୫ ମାର୍ଚ୍ଚ ୧୯୦୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ତଥା ରାଜନେତା ଥିଲେ ।[୧][୨] ୧୯୫୨ ମସିହାରୁ ୧୯୬୪ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ରାଜଲକ୍ଷ୍ମୀ ମୁଖାର୍ଜୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପୁଅ ପ୍ରଣବ ମୁଖାର୍ଜୀ ଭାରତର ରାଷ୍ଟ୍ରପତି ଥିଲେ ।[୩][୪]

ଆଧାର[ସମ୍ପାଦନା]

  1. "We Want No Ceasars".
  2. "Kamada Kinkar Mukherjee".
  3. Singh, Shiv Sahay (2012-07-26). "Proud siblings recall Poltu's journey from Birbhum". The Hindu (in Indian English). ISSN 0971-751X. Retrieved 2020-10-03.
  4. "Pranab Mukherjee family tree: Everything you need to know about former-president's family". Newsd.in (in ଆମେରିକୀୟ ଇଂରାଜୀ). 2020-08-18. Retrieved 2020-10-03.