ଉଇକିପିଡ଼ିଆ ଆଲୋଚନା:ବଛା ଲେଖା

Page contents not supported in other languages.
ଉଇକିପିଡ଼ିଆ‌ରୁ

ମା ରାମଚଣ୍ଡୀ ମନ୍ଦିର{ଗଞ୍ଜାମ ଜିଲ୍ଲା} ଛତ୍ରପୁର ସହର ଠାରୁ ମାତ୍ର ୪ କିମି ଦୁର ରୁଷୀକୁଲ୍ୟା ନଦୀ କୁଳରେ ଅବସ୍ତିତଃ ଏହି ପ୍ରସିଦ୍ଧ ଶକ୍ତୀପୀଠ।ଏହି ପୁରାତନ ମନ୍ଦିରଟି ଚଣ୍ଡୀ ପୂଜାପାଠ ପାଇ ପ

ରାମଚଣ୍ଡୀ ମନ୍ଦିର (ଗଞ୍ଜାମ ଜିଲ୍ଲା)[ସମ୍ପାଦନା]

ଛତ୍ରପୁର ସହର ଠାରୁ ମାତ୍ର ୪ କିମି ଦୁର ରୁଷୀକୁଲ୍ୟା ନଦୀ କୁଳରେ ଅବସ୍ତିତଃ ଏହି ପ୍ରସିଦ୍ଧ ଶକ୍ତୀପୀଠ।ଏହି ପୁରାତନ ମନ୍ଦିରଟି ଚଣ୍ଡୀ ପୂଜାପାଠ ପାଇ ପ୍ରସିଦ୍ଧ।ପ୍ରତେକ ସଂକ୍ରାନ୍ତି ରେ ଏଠାରେ ପ୍ରବଳ ଭିଡ ପରିଲିଁଁକ୍ଷିତ ହୁଏ।ଏହା ବ୍ୟତିତ ଦଶହରା ଓ କାଳୀପୁଜା ରେ ମଧ୍ୟ ଭିଡ ହୋଇଥାଏ।ଏଠାରେ ଦେବୀ ପୁଜା ଅବସରରେ ମାନସିକ ଅନୁସାରେ ଭକ୍ତମାନେ ପଶୁ ବଳି ଦେଇଥାନ