ଉଇକିପିଡ଼ିଆ:ପରମ ବୀର ଚକ୍ର ଗଣସମ୍ପାଦନା/ନିୟମାବଳୀ

ଉଇକିପିଡ଼ିଆ‌ରୁ
  • ଏହି ଗଣ-ସମ୍ପାଦନାରେ ପରମ ବୀର ଚକ୍ର ପୁରସ୍କାର ସମ୍ମାନ ପାଇଥିବା ସୈନିକ ଓ ଆୟୋଜକଙ୍କ ବିଷୟରେ ପ୍ରସଙ୍ଗ ତିଆରି କରିପାରିବେ ।
  • ଏହି ତାଲିକାରୁ ପ୍ରସଙ୍ଗଟିଏ ବାଛିପାରିବେ ।
  • ପ୍ରସଙ୍ଗଗୁଡ଼ିକ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
  • ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।
  • ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।
  • ନୂଆ ପ୍ରସଙ୍ଗ ଗଢ଼ିବା ବା ପୁରୁଣା ପ୍ରସଙ୍ଗକୁ ଉନ୍ନତ କରିବା ପରେ ତାକୁ ତଳ ନିଜ ଅବଦାନ ଯୋଡ଼ନ୍ତୁ ବଟନ୍‌ରେ କ୍ଲିକ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।