ଉଇକିପିଡ଼ିଆ:ଜନ୍ମତିଥି/୧୪/ଉଇକିଆଳିଙ୍କ ମତାମତ

ଉଇକିପିଡ଼ିଆ‌ରୁ

ପ୍ରଚାର ଓ ପ୍ରସାର[ସମ୍ପାଦନା]

  • ସେମିନାର (ସମ୍ପାନ)/ ଉଇକିପିଡ଼ିଆର ବିଜ୍ଞାପନ
    • ଇଞ୍ଜିନିଅରିଙ୍ଗ କଲେଜରେ ଉଇକି ସମ୍ପାନ କରିବା
    • ପାଠାଗାରରେ ମେଳଣ/ ସମ୍ପାନ
    • ବିଦ୍ୟାଳୟ ସ୍ତରରେ ସମ୍ପାନ
    • ପୁସ୍ତକ ମେଳାରେ ସମ୍ପାନ ମାଧ୍ୟମରେ ଉଇକିପିଡ଼ିଆର ପ୍ରଚାର,
  • ବୟସ୍କ ଲୋକଙ୍କ ପାଖରେ ଉଇକିପିଡ଼ିଆ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ବିଷୟକୁ ପହଞ୍ଚାଇବା
  • ବିଭିନ୍ନ ଜିଲ୍ଲାରେ ଓଡ଼ିଆ ଉଇକିଟୁଙ୍ଗି ଗଠନ କରିବା
  • ଖବରକାଗଜରେ ଉଇକିପିଡ଼ିଆ ଉପରେ ଲେଖା ବାହାର କରିବା
  • ଖବରକାଗଜରେ ଉଇକିଆଳିଙ୍କ ବାବଦରେ ଲେଖା ବାହାର କରିବା
  • ରାହଗିରିରେ ଷ୍ଟଲ (ବିଜ୍ଞାପନ ନିମନ୍ତେ)

ଶିକ୍ଷଣ[ସମ୍ପାଦନା]

  • ଚାଟସଭା ବଦଳରେ ମୁହାଁମୁହିଁ ସନ୍ଦେହ ମୋଚନ ଅଧିବେଶନ ଅଧିକ ଶ୍ରେୟସ୍କର
  • ପୁରୁଖା ଉଇକିଆଳିମାନେ କର୍ମଶାଳା ପରେ ନୂଆ ଉଇକିଆଳିଙ୍କ ସନ୍ଦେହ ଦୂର କରିବେ
  • ଜଣେ ଜଣେ ସନ୍ଦେହ ମୋଚନ କରନ୍ତୁ
  • ଭିଡିଓ ଟ୍ୟୁଟୋରିଆଲ
  • ପୁରୀ ଫୋଟୋଶୁଟ
  • ଇଣ୍ଟରନେଟ ଖର୍ଚ୍ଚ
  • ଭିଡିଓ ଟ୍ୟୁଟୋରିଆଲ
  • ୟୁଟ୍ୟୁବ/ ବ୍ଳଗରେ ଶିକ୍ଷଣ
  • ମେଳଣ ପୂର୍ବରୁ ଯୋଜନା କରିବା
  • ନୂଆ ଉଇକିଆଳିଙ୍କ ଆଗ୍ରହକୁ ଧରି ରଖିବା ପାଇଁ ଚେଷ୍ଟା କରାଯାଉ
  • ଆଞ୍ଚଳିକ ଉଇକିଟୁଙ୍ଗିର ସକ୍ରିୟ ଉଇକିଆଳିଙ୍କୁ ପୁରସ୍କୃତ କରାଯାଉ
  • ନୂଆ ଉଇକିଆଳିଙ୍କ ପ୍ରସଙ୍ଗକୁ ଅନ୍ୟ ପ୍ରସଙ୍ଗରେ ନ ମିଶାନ୍ତୁ
  • ଅନ୍ୟପିଲାଙ୍କୁ ଯୋଗଦେବା ପାଇଁ ଉତ୍ସାହିତ କରିବା
  • ବହୁତ ପ୍ରଶ୍ନ ରହୁଛି ଯାହାର ଉତ୍ତର ଦେଇହେଉନି (ଆମେ କାହିଁକି ଲେଖିବୁ, ଓଡ଼ିଆରେ କାହିଁକି ଲେଖିବୁ, ଆମର ଲାଭ କଣ)
  • ପୁରୁଣା କଥାଚିତ୍ର ବାବଦରେ ଆଧାର ମିଳୁନି
  • ଉଇକି ପତ୍ରିକା
  • ପୁରୀ ଉଇକି ମେଳଣ
  • ପ୍ରତ୍ୟେକ ସପ୍ତାହରେ କର୍ମଶାଳା
  • ଦଳଗତ ଭାବେ ପ୍ରତ୍ୟେକ ମାସରେ ସମ୍ପାଦନା
  • ନିୟମିତ ବ୍ୟବଧାନରେ ସମ୍ପାଦନା ଅଧିବେଶନ
  • ୱେବସାଇଟର ପରିକ୍ଷଣ
  • ସଂଗ୍ରହାଳୟ ଓ ପାଠାଗାରରୁ ତଥ୍ୟ ସଂଗ୍ରହ କରି ଉଇକିରେ ଯୋଡ଼ିବା
  • ଇଣ୍ଟରାକ୍ଟିଭ ସିନିଅର
  • ଉଇକିଡାଟା ପ୍ରଶିକ୍ଷଣ
  • ପୁରୁଣା ଅଡ଼ିଓ ଓ ଭିଡ଼ିଓକୁ ନେଇ ଓଡ଼ିଆ ଉଇକିରେ ଗୋଟିଏ ଭଣ୍ଡାର ତିଆରି କରିବା
  • ହ୍ୱାଟସଆପ ଓ ଫେବୁକ ଗୃପ ତିଆରି କରି ସେଥିରେ ସମସ୍ୟା ବାବଦରେ ଆଲୋଚନା କରିବା
  • ମହାବିଦ୍ୟାଳୟ ସ୍ତରର ଛାତ୍ରମାନଙ୍କୁ ସେମାନଙ୍କ ଓଡ଼ିଆ ଶିକ୍ଷକଙ୍କ ମାଧ୍ୟମରେ ସମ୍ପର୍କ କରିବା

ଅନୁରୋଧ[ସମ୍ପାଦନା]

  • ପ୍ରସଙ୍ଗ ଅଧାରେ ଛାଡ଼ନ୍ତୁନି
  • ଠିକ ସମୟରେ ଆରମ୍ଭ କରନ୍ତୁ
  • ପ୍ରସଙ୍ଗରେ ଆଧାର ଓ ଛବି ଯୋଡ଼ନ୍ତୁ