ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ

Coordinates: 20°58′03″N 85°16′39″E / 20.967476°N 85.277494°E / 20.967476; 85.277494
ଉଇକିପିଡ଼ିଆ‌ରୁ
Indira Gandhi Institute of Technology
ଫାଇଲ:IGIT Sarang Logo.jpg
ସ୍ଥାପିତ1982
ପ୍ରକାରState Technical Institute
ନିର୍ଦ୍ଦେଶକDr. Satyabrata Mohanta
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ203
ଛାତ୍ର ଛାତ୍ରୀ ସଂଖ୍ୟା3,006
ତଳସ୍ନାତକ2,680
ସ୍ନାତକୋତ୍ତର120
ଅବସ୍ଥାନSarang, Odisha, India
20°58′03″N 85°16′39″E / 20.967476°N 85.277494°E / 20.967476; 85.277494
ପରିସରsuburban
ଅନୁବନ୍ଧନBPUT and SCTE & VT[ଆଧାର ଲୋଡ଼ା]
ୱେବସାଇଟwww.igitsarang.ac.in
Central Library

ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ, ଓଡ଼ିଶାର ଏକ ସ୍ୱୟଂଶାସିତ ବୈଷୟିକ ମହାବିଦ୍ୟାଳୟ । ଏହା ଢ଼େଙ୍କାନାଳ ଜିଲ୍ଲାର ସରାଙ୍ଗ ନିକଟରେ ଅବସ୍ଥିତ । ପ୍ରକୃତିର ଗର୍ଭରେ ଅବସ୍ଥିତ ଏହି ମହାବିଦ୍ୟାଳୟ ଅନୁଗୋଳର ତାଳଚେର Bus-standଠାରୁ ମାତ୍ର ୧୫ କିମି ଦୁରରେ ଏବଂ ଢ଼େଙ୍କାନାଳର କାମାକ୍ଷାନଗରରୁ ୩୫ କିମି ଦୁରରେ ଅବସ୍ଥିତ ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]