ଆଲୋଚନା:ଓଡ଼ିଶାରେ ପାଳିତ ଦିବସ

Page contents not supported in other languages.
ଉଇକିପିଡ଼ିଆ‌ରୁ

ପଖାଳ ଦିବସକୁ କିଛି ଆନୁଷ୍ଠାନିକ ସ୍ଵୀକୃତି ମିଳିଲାଣି କି ? ଯଦି ମିଳିଲାଣି, ତେବେ ଭଲ କଥା । କିନ୍ତୁ ଯଦି ମିଳିନାହିଁ, ତେବେ ଏହା ଉଇକିପିଡ଼ିଆରେ ସ୍ଥାନ ପାଇବା ଯୋଗ୍ୟ କି ! ଧନ୍ୟବାଦ --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୫୭, ୨୪ ଅପ୍ରେଲ ୨୦୧୫ (UTC)

ନା କିଛି ଆନୁଷ୍ଠାନିକ ସ୍ଵୀକୃତି ମିଳିନାହିଁ । ତେଣୁ ତାଲିକାରେ ରଖିହେବନି କି୍ନତୁ ମୁଖ୍ୟ ତାଲିକା ତଳେ ଅଣଆନୁଷ୍ଠାନିକ ତାଲିକା କରି ରଖି ହେବ। ଆଉ ହଁ ମୋ ମତରେ ପ୍ରସଙ୍ଗଟିକୁ ରଖିହେବନି । ଲିଭାଇବାକୁ ପାଡିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୧୫, ୨୪ ଅପ୍ରେଲ ୨୦୧୫ (UTC)

ତାଲିକାରେ ରଖିବାରେ ଅସୁବିଧା କେଉଁଠି ? ଦୟାକରି ଦେଖନ୍ତୁ https://en.wikipedia.org/wiki/International_observance ଏଇଠି ଅନେକ ପ୍ରସଂଗ ଅଛି ବିନା ସାଇଟେସନରେ । ଆମେ ପୃଷ୍ଠା ରେ ଅଣଆନୁଷ୍ଠାନିକ ବୋଲି ଉଲ୍ଲେଖ କରିପାରିବା । ସତ କହିଲେ କଣ ଆପଣ ଏହି ଦିବସକୁ ପାଳି ନାହାନ୍ତି ! ଚାରି ବର୍ଷ ହେବ ଆରମ୍ଭ ହୋଇଛି, ସମସ୍ତେ ପାଳୁଛନ୍ତି । ସ୍ବୀକୃତି ମିଳିଯିବ । ଅନେକ ଲୋକ ଏହି ଦିନକୁ ଜାଣନ୍ତି । ଗଣମାଧ୍ୟମରେ ପ୍ରଚାର ପ୍ରସାର ହୁଏ ଆଉ ସମସ୍ତେ ପାଳିବାକୁ ଉତ୍ସୁକ । ଏହାକୁ ଏକ ପ୍ରସଂଗ ଭାବେ ରଖାଯାଉ ହଟେଇବା ଉଚିତ ନୁହେଁ । ----ନିଷ୍ଠା ରଞ୍ଜନ ଦାଶ ୧୨:୩୧, ୨୪ ଅପ୍ରେଲ ୨୦୧୫ (UTC)