ଆଡ଼ୋବି

ଉଇକିପିଡ଼ିଆ ରୁ

ଆଡ଼ୋବ ସାନ ଜୋସ, ଲକାଲିଫର୍ଣିଆ, ଆମେରିକାରେ ଥିବା ଏକ ସଫ୍ଟବେର କମ୍ପାନି ଅଟେ । ଏହା ମଲ୍ଟିମିଡ଼ିଆ ଓ ସୃଜନାତ୍ମକ ସଫ୍ଟବେର ତିଆରି କରିଥାଏ । ଏହା ଡିସେମ୍ବର ୧୯୮୨ରେ ତିଆରି କରାଯାଇଥିଲା ।

Adobe Systems Logo

[ଏହାକୁ ବଦଳାନ୍ତୁ] ପ୍ରଡକ୍ଟ ସବୁ

ଡେସ୍କଟପ ସଫ୍ଟୱେୟାର
ଆଡ଼ୋବ ଫଟସପ, ଆଡ଼ୋବି ଇନଡିଜାଇନ, ଆଡ଼ୋବି ଇଲାସ୍ଟ୍ରେଟର,
ସର୍ଭର ସଫ୍ଟୱେୟାର
ଆଡ଼ୋବି କୋଲ୍ଡଫୁଜନ, ଆଡ଼ୋବି ଲାଇଭ ସାଇକଲ
ଫର୍ମାଟସବୁ
ପୋର୍ଟେବଲ ଡକୁମେଣ୍ଟ ଫର୍ମାଟ (PDF), ସକବେଭ ଫ୍ଲାସ (SWF) ଓ ଫ୍ଲାସ ଭିଡିଓ (FLV)
ବେବ-ଦେ ହୋସ୍ଟକରାଯାଇଥିବା ସେବା
ଆଡ଼ୋବ କୁଲର, ଫଟସପ ଏକ୍ସପର୍ଟ ଓ ଆକ୍ରୋବାଟ.କମ
ବେବ ଡିଜାଇନ ସଫ୍ଟୱେୟାର
ଆଡ଼ୋବ ଡ୍ରିମବେଭର, ଆଡ଼ୋବି କଣ୍ଟ୍ରିବୁଟ ଓ ଆଡ଼ୋବି ଫ୍ଲାସ
ଭିଡ଼ିଓ ଏଦିଟ ଓ ଭିଜୁଆଲ ଏଫେକ୍ଟ
ଆଡ଼ୋବ ପ୍ରିମିଏର ଓ ଆଡ଼ୋବି ଆଫ୍ଟର ଏଫେକ୍ଟସ
ଇ-ଶିକ୍ଷଣ ସଫ୍ଟବେର
ଆଡ଼ୋବ କାପଟିଭ

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ