ଆଖି ଖୋଲିଲେ ତୁ ତୁ ହି ତୁ
ଆଖି ଖୋଲିଲେ ତୁ ତୁ ହି ତୁ | |
---|---|
ନିର୍ଦ୍ଦେଶକ | ସରୋଜ ମହାପାତ୍ର |
ପ୍ରଯୋଜକ | ସଞ୍ଜୟ କୁମାର ଚୌଧୁରୀ |
ସଂଳାପ | ଅମରେଶ |
ଚିତ୍ରନାଟ୍ୟ | ସରୋଜ |
କଳାକାର | ଦୀପକ ବାରିକ ସୂର୍ଯ୍ୟମୟୀ ନମ୍ରତା ମିହିର ଦାସ ବିଜୟ ମହାନ୍ତି ଅପରାଜିତା ମହାନ୍ତି ମୀନକେତନ ପ୍ରଦ୍ୟୁମ୍ନ ଲେଙ୍କା ଯୋଗେଶ୍ ଲିୟା |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୭ ମାର୍ଚ୍ଚ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆଖି ଖୋଲିଲେ ତୁ ତୁ ହି ତୁ ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସରୋଜ ମହାପାତ୍ର ଏବଂ ପ୍ରଯୋଜନା କରିଥିଲେ ସଞ୍ଜୟ ଚୌଧୁରୀ ।[୫] ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ଏବଂ ଗୀତ ରଚନା କରିଥିଲେ ବାପୁ ଗୋସ୍ୱାମୀ ।[୬] ଉଦିତ ନାରାୟଣ, ବିନୋଦ ରାଠୋଡ, ପାମେଲା ଜୈନ୍, ଅନ୍ତରା ଚକ୍ରବର୍ତ୍ତୀ ପ୍ରମୁଖ କଣ୍ଠଶିଳ୍ପୀଗଣ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ଦୀପକ ବାରିକ, ସୂର୍ଯ୍ୟମୟୀ[୭] ଏବଂ ନମ୍ରତା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୮] ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି ଚଳଚ୍ଚିତ୍ରଟିରେ ବିଭିନ୍ନ ଅଭିନୟ କରିଥିଲେ ।[୯]
ଏହି ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୧୭ରେ ମୁକ୍ତିଲାଭ କରିଥିଲା ।[୧୦]
ଅଭିନୟ
[ସମ୍ପାଦନା]- ଦୀପକ ବାରିକ[୧୧][୧୨]
- ସୂର୍ଯ୍ୟମୟୀ ମହାପାତ୍ର[୧୩][୧୪][୧୫]
- ନମ୍ରତା ସିଂହ ଦେଓ[୧୬][୧୭][୧୮][୧୯]
- ମିହିର ଦାସ
- ବିଜୟ ମହାନ୍ତି
- ଅପରାଜିତା ମହାନ୍ତି
- ମୀନକେତନ
- ପ୍ରଦ୍ୟୁମ୍ନ ଲେଙ୍କା
- ଯୋଗେଶ୍
- ଲିୟା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ଏବଂ ଗୀତ ରଚନା କରିଥିଲେ ବାପୁ ଗୋସ୍ୱାମୀ । ଉଦିତ ନାରାୟଣ, ବିନୋଦ ରାଠୋଡ, ପାମେଲା ଜୈନ୍, ଅନ୍ତରା ଚକ୍ରବର୍ତ୍ତୀ ପ୍ରମୁଖ କଣ୍ଠଶିଳ୍ପୀଗଣ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]ଗୀତ | ରଚନା | କଣ୍ଠଦାନ |
---|---|---|
ଆଖି ଖୋଲିଲେ ତୁ ତୁ ହି ତୁ | ||
ତୁ ମୋର କ'ଣ ହେବୁ | ||
ଜୟ ଗଣେଶ | ||
ବହୁତ ଭଲ ହେଲା |
ଆଧାର
[ସମ୍ପାଦନା]- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "ତ୍ରିକୋଣୀୟ ପ୍ରେମ କାହାଣୀ ଫିଲ୍ମ ଆଖି ଖୋଲିଲେ ତୁ ହି ତୁର ଆଜି ଶୁଭମୁକ୍ତି". PrimeOdisha.news. Archived from the original on 6 May 2017. Retrieved 13 April 2017.
- ↑ "'ଆଖି ଖୋଲିଲେ ତୁ..ତୁ ହି ତୁ'ର ଅଡିଓ ରିଲିଜ୍". ସମ୍ବାଦ. 16 March 2017. Archived from the original on 17 April 2017. Retrieved 13 April 2017.
- ↑ "Cast And Crew Of Odia Film Akhi Kholile Tu Hi Tu". OdiaLive.com. 22 January 2017. Retrieved 13 April 2017.
- ↑ "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "Akhi Kholile Tu - Tu Hi Tu". Odia Movie Database. Retrieved 13 April 2017.
- ↑ "ଆଜି ଶୁଭମୁକ୍ତି : ତ୍ରିକୋଣୀୟ ପ୍ରେମକାହାଣୀ 'ଆଖି ଖୋଲିଲେ ତୁ ହି ତୁ'". ସମ୍ବାଦ. 17 March 2017. Archived from the original on 20 March 2017. Retrieved 13 April 2017.
- ↑ "ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା". sambad.in. 30 April 2018. Retrieved 6 June 2018.
- ↑ "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ "ତେଲୁଗୁ ସିନେମାର ଅଫରକୁ ହାତଛଡ଼ା କରିଥିଲେ ଏହି ଓଲିଉଡ ନାୟିକା, ଜାଣନ୍ତି କାହିଁକି ?". sambad.in. 13 May 2018. Retrieved 6 June 2018.
- ↑ "ହାଟ୍ରିକ୍ କଲେ ଏହି ଓଲିଉଡ଼୍ ନାୟିକା". sambad.in. 27 April 2018. Retrieved 6 June 2018.
- ↑ "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍ଫିସ୍ ଦିଲ୍'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.
- ↑ "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "ମନେ ମନେ ମନ ଖୋଜୁଥିଲା". ଧରିତ୍ରୀ. 21 November 2019. Archived from the original on 9 November 2021. Retrieved 9 November 2021.
- ↑ "୨୦୧୯ରେ ଅନୁପସ୍ଥିତ ଓଲିଉଡର ଏହି ଚର୍ଚ୍ଚିତ ନାୟିକାମାନେ | Kanak Lifestyle". Kanak News. lifestyle.kanaknews.com. 31 December 2019. Archived from the original on 17 January 2021. Retrieved 5 December 2021.
- ↑ "ସଫଳତାର ପଥରେ ନାୟିକା ନମ୍ରତା, ଅଭିନୟ ସହିତ ରାଜନୀତିରେ ପ୍ରତି ରହିଛି ଆଗ୍ରହ". Prameya. କଟକ. 13 September 2021. Archived from the original on 14 September 2021. Retrieved 5 December 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଖି ଖୋଲିଲେ ତୁ ତୁ ହି ତୁ