ପୌରସଂସ୍ଥା
ସହରାଞ୍ଚଳ ପରିଚାଳନା ପାଇଁ ଗଠିତ ସ୍ୱାୟତ ଶାସନ ସଂସ୍ଥାକୁ ପୌରସଂସ୍ଥା କୁହାଯାଏ ପୌରସଂସ୍ଥା ଗୁଡ଼ିକ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ, ନଗପାଳିକା, ନିଗମ ଓ ମହାନଗର ନିଗମ
ବିଜ୍ଞାପିତ ଅଞ୍ଚଳ ପରିଷଦ[ସମ୍ପାଦନା]
ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ. ଏ. ସି. ଦଶହଜାରରୁ ଅଧିକ ଲୋକ ବାସ କରୁଥିବା ସହରମାନଙ୍କରେ କାର୍ଯ୍ୟ କରେ
ନଗରପାଳିକା[ସମ୍ପାଦନା]
ନଗରପାଳିକା ବା ମ୍ୟୁନିସିପାଲିଟି ଏକଲକ୍ଷରୁ ଅଧିକ ଲୋକ ବାସ କରୁଥିବା ନଗରୀମାନଙ୍କରେ କାର୍ଯ୍ୟ କରେ
ନିଗମ[ସମ୍ପାଦନା]
ନିଗମ ବା କର୍ପୋରେସନ ଦୁଇଲକ୍ଷରୁ ଅଧିକ ଲୋକ ବାସ କରୁଥିବା ନଗରୀମାନଙ୍କରେ କାର୍ଯ୍ୟ କରେ
ମହାନଗର ନିଗମ[ସମ୍ପାଦନା]
ମହାନଗର ନିଗମର ମୁଖ୍ୟଙ୍କୁ ମେୟର କୁହାଯାଏ